ETV Bharat / state

ଦିଆସିଲି କାଠିରେ ମହାପ୍ରଭୁଙ୍କ ଚାପ ଡଙ୍ଗା ପ୍ରତିକୃତି - ଚନ୍ଦନ ଯାତ୍ରା

ଦିଆସିଲ କାଠିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଚାପ ଡଙ୍ଗା ପ୍ରତିକୃତି କରି ଚର୍ଚ୍ଚାରେ ପୁରୀର ଯୁବ ଆର୍ଟିଷ୍ଟ । ଅଧିକ ପଢନ୍ତୁ...

ଦିଆସିଲି କାଠିରେ ମହାପ୍ରଭୁଙ୍କ ଚାପ ଡଙ୍ଗା ପ୍ରତିକୃତି

author img

By

Published : May 15, 2021, 7:02 AM IST

ପୁରୀ: ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଏଥର କୋଭିଡ କଟକଣାରେ ହେଉଛି । କୌଣସି ଭକ୍ତଙ୍କ ସମାଗମ ହେବ ନାହିଁ । ବିନା ଭକ୍ତରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଳନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହି ଅବସରରେ ପୁରୀର ଜଣେ ଯୁବ ଆର୍ଟିଷ୍ଟ ଦିଆସିଲ କାଠିରେ ଚାପ ଡଙ୍ଗାର ପ୍ରତିକୃତି କରିଛନ୍ତି ।

ଦିଆସିଲି କାଠିରେ ମହାପ୍ରଭୁଙ୍କ ଚାପ ଡଙ୍ଗା ପ୍ରତିକୃତି

ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ଦିଆସିଲ କାଠିରେ ତିଆରି କରିଥିବା ଚାପ ଡଙ୍ଗା ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି । ମୋଟ 2120ଟି ଦିଆସିଲ କାଠିରେ ଶାଶ୍ବତ 4 ଦିନ ଧରି ମହାପ୍ରଭୁଙ୍କ ଚାପ ଡଙ୍ଗା ନନ୍ଦାର ପ୍ରତିକୃତି ତିଆରି କରିଛନ୍ତି । 24 ଇଞ୍ଚ ଲମ୍ବ ଓ 19 ଇଞ୍ଚ ପ୍ରସ୍ଥ ବିଶିଷ୍ଟ ଏ ଡଙ୍ଗା ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଛି । ତେବେ ଦିଆସିଲି କାଠିରେ ମହାପ୍ରଭୁଙ୍କ ଚାପ ଡଙ୍ଗା ନନ୍ଦାର ପ୍ରତିକୃତିକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.