ETV Bharat / state

ଆମିକସ୍‌କ୍ୟୁରୀଙ୍କ କୋଣାର୍କ ପରିଦର୍ଶନ - ଆମିକସ୍‌କ୍ୟୁରୀ ଏନ୍.କେ.ମହାନ୍ତି

ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍‌କ୍ୟୁରୀ । ଏହି ସମୟରେ ଆମିକସ୍‌କ୍ୟୁରୀ ଏନ୍.କେ.ମହାନ୍ତି ମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି । ଏହା ସହ ମନ୍ଦିରରେ ଉପୁଜୁଥିବା ଜଳ ନିଷ୍କାସନ ସମସ୍ୟା, କୀର୍ତ୍ତିରାଜିର ସଂରକ୍ଷଣ ଆଦିର ସେ ତଦାରଖ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋଣାର୍କ
author img

By

Published : Aug 14, 2019, 8:28 AM IST

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍‌କ୍ୟୁରୀ । ଗସ୍ତ ସମୟରେ ଆମିକସ୍‌କ୍ୟୁରୀ ଏନ୍.କେ.ମହାନ୍ତି ସୂର୍ଯ୍ୟମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି । ଏହି ସମୟରେ ତାଙ୍କ ସହ କୋର କମିଟି ସଦସ୍ୟ ଏନ.ସି.ପାଲ ମଧ୍ୟ ଉପସ୍ଥିତ ଥିଲେ ।

konarak sun temple
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋଣାର୍କ

କୋଣାର୍କ ମନ୍ଦିରରେ ଉପୁଜୁଥିବା ଜଳ ନିଷ୍କାସନ ସମସ୍ୟା, କୀର୍ତ୍ତିରାଜିର ସଂରକ୍ଷଣ ଆଦିକୁ ସେ ତଦାରଖ କରିଛନ୍ତି । ଖୁବଶୀଘ୍ର ଏନେଇ ସେ ଭାରତୀୟ ପତ୍ନତାତ୍ତ୍ବିକ ବିଭାଗ (ଏଏସଆଇ) ସହ ଆଲୋଚନା କରି ଏକ ଷ୍ଟିଅରିଂ କମିଟି ବୈଠକ ବସାଇବା ନେଇ ସୂଚନା ମିଳିଛି। ସୂର୍ଯ୍ୟ ମନ୍ଦିରରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଅନେକ ସମୟରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜଳ ଜମି ରହୁଛି । ଏହା ମନ୍ଦିର ପ୍ରତି ବିପଦ ବଢାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ଆମିକସ୍ କ୍ୟୁରୀ। Body:କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍ କ୍ୟୁରୀ। ମୁଖ୍ୟତଃ ଗ୍ରସ୍ତ କରି କୋଣାର୍କ ସୂର୍ଯ୍ୟମନ୍ଦିର ସ୍ଥିତା ବସ୍ଥା ଯାଞ୍ଛକରିଥିଲେ. ଆମିକସ୍ କ୍ୟୁରୀଙ୍କ ଏନ୍.କେ.ମହାନ୍ତି ଙ୍କ ସହ କୋର କମିଟି ସଦସ୍ୟ ଏନ.ସି.ପାଲ ମଧ୍ୟ ଉପସ୍ଥିତ ଥିଲେ.କୋଣାର୍କ ମନ୍ଦିରେ ଉପୁଜୁଥିବା ଜଳ ନିଷ୍କାସନ ସମସ୍ୟା.ସଂରକ୍ଷଣ ସମସ୍ୟା.ଆଦିକୁ ଯାଞ୍ଚ କରିଥିଲେ.ଖୁବ ଶିଘ୍ର ଏ ନେଇ ଏସ.ଆଇ.ସହ ଆଲୋଚନା କରି ଏକ ଷ୍ଟିୟରିଂଗ କମିଟି ବୈଠକ ବସିବା ନେଇ କାର୍ଯ୍ୟକ୍ରମ ରହିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳ ନିଷ୍କାସନ ସମସ୍ୟା ଯୋଗୁ ଅନେକ ସମୟ ରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜଳ ଜମି ରହୁଛି। ଏହା ଦ୍ୱାରା କୋଣାର୍କ ମନ୍ଦିର ପ୍ରତୀ ବିପଦ ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇ ଆସୁଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.