ETV Bharat / state

ବ୍ରହ୍ମଗିରିର ସଂଗରୋଧ ଗୃହରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

author img

By

Published : May 19, 2020, 11:35 AM IST

Updated : May 19, 2020, 7:04 PM IST

Brahmagiri's  quarantaine center
ବ୍ରହ୍ମଗିରିର ସଂଘରୋଧ ଗୃହ

11:24 May 19

ସଂଗରୋଧ କେନ୍ଦ୍ରରେ ନାବାଳିକଙ୍କୁ ଅସଦାଚାରଣ ଅଭିଯୋଗ । ପୋଲିସ ର ତଦନ୍ତ ଜାରୀ ।

ବ୍ରହ୍ମଗିରି: ସଂଗରୋଧ କେନ୍ଦ୍ରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ। ତଦନ୍ତ ଜାରି ରଖିଛି  ପୋଲିସ ।  ଗୋରୁଆଳ ପୁଲକେଶ୍ବରୀ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସଂଗରୋଧ କେନ୍ଦ୍ର କରାଯାଇଛି। ଗୋରୁଆଳ ପଞ୍ଚାୟତର 15 ଜଣ ପ୍ରବାସୀ ଶ୍ରମିକ ସଂଗରୋଧ କେନ୍ଦ୍ରରେ ରହୁଛନ୍ତି । ସୋମବାର ସକାଳେ ସିପସରୁବାଲି ଅଞ୍ଚଳର 4ଜଣ ଗୁଜୁରାଟ ର ଅହମ୍ମଦାବାଦରୁ ଆସି ରହୁଥିଲେ। କେନ୍ଦ୍ରରେ  ସୋମବାର ବିଳମ୍ଭିତ ରାତିରେ ଜଣେ ନାବାଳିକା ଶୋଇଥିବା କୋଠରୀରେ କିଛି ଯୁବକ ପଶି ଅସଦାଚାରଣ କରିଥିବା ଅଭିଯୋଗ ହୋଇଥିଲା।

ନାବାଳିକାଙ୍କ ସମ୍ପର୍କୀୟ ଭାଇ ଅନ୍ୟ କୋଠରୀରେ ଶୋଇଥିବା ବେଳେ ଫୋନ କରି ନାବାଳିକା ଜଣକ ସମସ୍ତ କଥା ତାଙ୍କୁ କହିଥିଲେ । ସଂଗରୋଧ କେନ୍ଦ୍ରରେ ଥିବା ସିକ୍ୟୁରିଟି ଘଟଣା ସମ୍ପର୍କରେ ନୋଡାଲ ଅଫିସରଙ୍କୁ ଜଣାଇଥିଲେ । ଖବର ପାଇ ବ୍ରହ୍ମଗିରି ବିଡ଼ିଓ ଜ୍ୟୋତି ପ୍ରକାଶ ସେଠୀ ଓ ସଦର ଥାନା ଅଧିକାରୀ ସୁମିତ ମହାନ୍ତି ଘଟଣାସ୍ଥଳ ରେ ପହଞ୍ଚି ନାବାଳିକା ଓ ସଂପର୍କୀୟ ଭାଇକୁ ପଚରାଉଚୁରା ପାଇଁ ନେଇଛନ୍ତି ।

Last Updated : May 19, 2020, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.