ETV Bharat / state

ବାତ୍ୟା ଆଶ୍ରୟସ୍ଥଳୀରୁ ଅର୍ଥ ହଡପ ଅଭିଯୋଗ, ରେଡ଼କ୍ରସ ସଚିବଙ୍କ ବହିଷ୍କାର ଦାବି - bramhagiri cyclone center money laundering

65ଟି ବାତ୍ୟା ଆଶ୍ରୟସ୍ଥଳୀର ସହାୟତା ପାଇଁ ଆସୁଥିବା ଅର୍ଥକୁ ରେଡ଼କ୍ରସ ସଚିବ ହଡପ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ବାତ୍ୟା ଆଶ୍ରୟ ସ୍ଥଳୀରୁ ଅର୍ଥ ହଡପ ଅଭିଯୋଗ: ରେଡ଼କ୍ରସ ସଚିବଙ୍କ ବହିଷ୍କାର ଦାବି

author img

By

Published : Aug 5, 2021, 7:39 PM IST

ବ୍ରହ୍ମଗିରି: 65ଟି ବାତ୍ୟା ଆଶ୍ରୟ ସ୍ଥଳୀର ସହାୟତା ପାଇଁ ଆସୁଥିବା ଅର୍ଥକୁ ରେଡ଼କ୍ରସ ସଚିବ ହଡପ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଳକର ରେଡ଼କ୍ରସ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଜଗନ୍ନାଥପାଟଣା ଠାରେ ରାଜ୍ୟ ରେଡ଼କ୍ରସ ବାତ୍ୟା ଆଶ୍ରୟ ସ୍ଥଳ ସୁରକ୍ଷା ସମିତି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।

ଉକ୍ତ ଅଞ୍ଚଳ ବନ୍ୟା ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ହୋଇଥିବା ବେଳେ ରେଡ଼କ୍ରସ ପକ୍ଷରୁ ଦୁଇଟି ବ୍ଲକରେ ଥିବା 65ଟି ବାତ୍ୟା ଆଶ୍ରୟସ୍ଥଳୀକୁ 7 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାକୁ ସଚିବ ସ୍ଥାନୀୟ କର୍ମକର୍ତ୍ତାଙ୍କୁ ନଜଣାଇ ମିଛ କାଗଜ କଲମ ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇଥିବା ଦର୍ଶାଇ ଉକ୍ତ ଅର୍ଥକୁ ହଡପ ପାଇଁ ଯୋଜନା କରୁଥିବା, ସୁରକ୍ଷା ସମିତି ଅଭିଯୋଗ କରି ବିକ୍ଷୋଭ କରିବା ସହ ସଚିବଙ୍କ ବହିଷ୍କାର ପାଇଁ ଦାବି କରିଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.