ETV Bharat / state

ଅକ୍ଷୟ ତୃତୀୟାରେ ଚାଷୀ କଲେ ମୁଠି ଅନୁକୂଳ - ଅକ୍ଷୟ ତୃତୀୟା ଉତ୍ସବ ବ୍ରହ୍ମଗିରି

ବ୍ରହ୍ମଗିରି ବ୍ଲକ ଆତ୍ମା ଆନୁକୂଲ୍ୟରେ ସାହାସପୁର ଗ୍ରାମରେ ଅକ୍ଷୟ ତୃତୀୟା ଉତ୍ସବ ପାଳନ ହୋଇଯାଇଛି । ଅଧିକ ପଢନ୍ତୁ...

ଅକ୍ଷୟ ତୃତୀୟାରେ ଚାଷୀ କଲେ ମୁଠି ଅନୁକୂଳ
ଅକ୍ଷୟ ତୃତୀୟାରେ ଚାଷୀ କଲେ ମୁଠି ଅନୁକୂଳ
author img

By

Published : May 15, 2021, 2:02 PM IST

ବ୍ରହ୍ମଗିରି: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏନେଇ ବ୍ରହ୍ମଗିରି ବ୍ଲକ ଆତ୍ମା ଆନୁକୂଲ୍ୟରେ ସାହାସପୁର ଗ୍ରାମରେ ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଇଛି । କୋଭିଡ କଟକଣା ନିୟମ ଅନୁଯାୟୀ ସୀମିତ ଲୋକଙ୍କୁ ନେଇ ଏହି ଗଣପର୍ବକୁ ପାଳନ କରାଯାଇଛି । ଓଡ଼ିଆ ଚାଷୀ କୁଳର ଆଜିର ଦିନଟିକୁ ଧୁମ ଧାମରେ ପାଳନ କରାଯାଏ ।

ଅକ୍ଷୟ ତୃତୀୟାରେ ଚାଷୀ କଲେ ମୁଠି ଅନୁକୂଳ

ଚଷୀ ପୁଅ ମାନେ ଆଜି ହଳ, ବଳଦ, ଧାନ ବିହନ ଆଦି ପୂଜା କରିବା ପରେ ପରମ୍ପରା ଅନୁଯାୟୀ ମୁଠି ଅନୁକୂଳ କରି ବିଲରେ ଧାନ ବିହନ ବୁଣିଥାନ୍ତି । ଆଜିଠାରୁ ଧାନ ଫସଲ ଆରମ୍ଭ ହୋଇଥାଏ । ଆଜିର ଦିନରେ ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ । ଆଜିର ଦିନଟି ଓଡ଼ିଆ ମାନଙ୍କ ପାଇଁ ଗୋଟିଏ ବଡ଼ ଦିନ, ଆଜିର ଦିନଟିକୁ ଶୁଭ ମାନସୀ ସମସ୍ତ ଅନୁକୂଳ କର୍ଯ୍ୟ ହୋଇଥାଏ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.