ETV Bharat / state

Panchayat Poll: ଗାଁ ଦାଣ୍ଡରେ କେଟିଲ୍ ଓ ବହି ଧରି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର - ପୁରୀ ପଞ୍ଚାୟତ ନିର୍ବାଚନ ପ୍ରଚାର

ପୁରୀ ସଦର ଗୋପିନାଥପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଶୁଭଲକ୍ଷ୍ମୀ ରାଉତଙ୍କ ଚିହ୍ନ ଖୋଲା ବହି ହୋଇଥିବାରୁ ହାତରେ ସେ ନିଜର ସଙ୍କେତ ଧରି ଘର ଘର ବୁଲି ଅଭିନବ ଉପାୟରେ ପ୍ରଚାର ଚଳାଇଛନ୍ତି । ଅଧିକ ପଢନ୍ତୁ

Panchayat Poll: କଟକଣା କୋହଳ ପରେ ପଞ୍ଚାୟତ ନିର୍ବାଚନ କ୍ୟାମ୍ପେନ ହେଲା ଜୋରଦାର

author img

By

Published : Feb 9, 2022, 9:42 PM IST

ପୁରୀ: ପଞ୍ଚାୟତ ନିର୍ବାଚନ ନେଇ କଟକଣା କୋହଳ ହେବା ପରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରଦାର ଚଳାଇଛନ୍ତି ପ୍ରଚାର । ପୁରୀ ସଦର ଗୋପିନାଥପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଶୁଭଲକ୍ଷ୍ମୀ ରାଉତଙ୍କ ଚିହ୍ନ ଖୋଲା ବହି ହୋଇଥିବାରୁ ହାତରେ ସେ ନିଜର ସଙ୍କେତ ଧରି ଘର ଘର ବୁଲି ଅଭିନବ ଉପାୟରେ ପ୍ରଚାର ଚଳାଇଛନ୍ତି ।

Panchayat Poll: କଟକଣା କୋହଳ ପରେ ପଞ୍ଚାୟତ ନିର୍ବାଚନ କ୍ୟାମ୍ପେନ ହେଲା ଜୋରଦାର

ସେହିପରି ଏମସିଏ ଛାତ୍ରୀ ଅଲିଭା ରାଉତ ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାବେଳେ ତାଙ୍କ ଚିହ୍ନ କେଟିଲ୍ ହୋଇଥିବାରୁ ସେ ମଧ୍ୟ ହାତରେ ସଙ୍କେତ ଧରି ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି । ଆଜି(ବୁଧବାର) ଉଭୟ ପ୍ରାର୍ଥୀଙ୍କ ପ୍ରଚାରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ସହ ବିଜେପି ନେତ୍ରୀ ଓ କର୍ମୀମାନେ ସାମିଲ ହୋଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.