ETV Bharat / state

ନିର୍ଦ୍ଦେଶକୁ ଅବମାନନା କରି 4 ଡାକ୍ତର ସସପେଣ୍ଡ

ଫନି ପ୍ରଭାବିତ ପୁରୀ ଜିଲ୍ଲାରେ କାର୍ଯ୍ୟରେ ଅବହେଳା କରୁଥିବା 4 ଜଣ ସରକାରୀ ଡାକ୍ତରଙ୍କୁ ସ୍ଵାସ୍ଥ୍ୟ ବିଭାଗ ସସପେଣ୍ଡ କରିଛି ।

author img

By

Published : May 18, 2019, 3:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଫନି ପ୍ରଭାବିତ ପୁରୀ ଜିଲ୍ଲାରେ କାର୍ଯ୍ୟରେ ଅବହେଳା କରୁଥିବା 4 ଜଣ ସରକାରୀ ଡାକ୍ତରଙ୍କୁ ସ୍ଵାସ୍ଥ୍ୟ ବିଭାଗ ସସପେଣ୍ଡ କରିଛି । ମହାମାରୀ ବ୍ୟାପୁଥିବା ସମୟରେ ଏହି ଡାକ୍ତରମାନେ ବାହାରେ ଛୁଟି କାଟୁଥିଲେ ।

ସସପେଣ୍ଡ ହୋଇଥିବା ଡାକ୍ତରମାନେ ହେଲେ ପୁରୀ ଚିଲିକାର ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆସିଷ୍ଟାଣ୍ଡ ସର୍ଜନ ଜାହାନ ପରବିନ, ଆସିଷ୍ଟାଣ୍ଡ ସର୍ଜନ ଜକେଶ ସାମନ୍ତରାୟ, ରବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆସିଷ୍ଟାଣ୍ଡ ସର୍ଜନ ଜସ୍ମିନ ନୀଳିମା ପଣ୍ଡା । ଓଡିଶା ସିଭିଲ ସର୍ଭିସ ରୁଲ 12 ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଜିରା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଛୁଟିରେ କୁଆଡେ ଯାଇପାରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() ଫନି ପ୍ରଭାବିତ ପୁରୀ ଜିଲ୍ଲାରେ କାର୍ଯ୍ୟରେ ଅବହେଳା କରୁଥିଲେ। ଏଭଳି ଦୁର୍ଦ୍ଦିନରେ ଡାକ୍ତରଖାନାରେ ଅନୁପସ୍ଥିତ ରହୁଥିଲେ। ମହାମାରୀ ହ୍ୟାପୁଥିବା ବେଳେ ଡାକ୍ତର ଛୁଟି ବାହାରେ କାଟୁଥିଲେ। ଏଭଳି 3 ସରକାରୀ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ସ୍ଵାସ୍ଥ୍ୟ ବିଭାଗ। ଏମେନେ ହେଲେ ପୁରୀ ଚିଲିକାନୂଆପପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆସିଷ୍ଟାଣ୍ଟ ସର୍ଜନ ଜାହାନ ପରବିନ, ଆସିଷ୍ଟାଣ୍ଟ ସର୍ଜନ ଜକେଶ ସାମନ୍ତରାୟ, ରବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆସିଷ୍ଟାଣ୍ଟ ସର୍ଜନ ଯସ୍ମୀନ ନିଳିମା ପଣ୍ଡା। ଓଡିଶା ସିଭିଲ ସର୍ଭିସ ରୂଲ 12 ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନେ ପୁରୀ ଜିଲ୍ଲା ମୂଖ୍ୟ ଚିକିତ୍ସା ଳୟରେ ରହିବେ। ଛୁଟିରେ କୁଆଡେ ଯାଇପାରିବେ ନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

Body:ହହ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.