ETV Bharat / state

ବାଲି ଚୋରା ଚାଲାଣ ଅଭିଯୋଗରେ 2 ଗିରଫ , 2 ଟ୍ରାକ୍ଟର ଜବତ - ଗିରଫ ହେଲେ 2ଟ୍ରାକ୍ଟର ଡ୍ରାଇଭର

ପୁରୀ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ପୋଲିସର ନଜର । ଗିରଫ ହେଲେ 2 ଟ୍ରାକ୍ଟର ଡ୍ରାଇଭର । ଅଧିକ ପଢନ୍ତୁ .....

Breaking News
author img

By

Published : Oct 27, 2020, 10:55 PM IST

ପୁରୀ: ପୁରୀ ଜିଲ୍ଲାରେ ବାଲି ଚୋରା ଚାଲାଣରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ପୁରୀ ପୋଲିସ। ଏହି କ୍ରମରେ ପୁଣି ବଳଙ୍ଗା ଅଞ୍ଚଳରେ ବାଲି ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ବଳଙ୍ଗା ପୋଲିସ ଗିରଫ କରିଛି। ଏଥି ସହ ଦୁଇଟି ଟ୍ରାକ୍ଟର ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ଦୁଇ ଜଣ ହେଲେ ପିପିଲିର ବିଜୟ କୁମାର ରାଉତ ଓ ବଳଙ୍ଗାର ସାଧୁ ଚରଣ ଭଟ। ତେବେ ଏମାନେ ଟ୍ରାକ୍ଟର ଡ୍ରାଇଭର ।

ସେମାନଙ୍କ ମାଲିକର ନିର୍ଦ୍ଦେଶରେ ବାଲି ଚାଲାଣ କରୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ତେବେ ପୋଲିସ ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏଥିରେ ସମ୍ପୃକ୍ତ ଥିବା ଗାଡି ମାଲିକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯିବା ନେଇ ସୂଚନା ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.