ETV Bharat / state

ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଧସିଲା ଷ୍ଟାଡିୟମ ଗ୍ୟାଲେରୀ

author img

By

Published : Aug 15, 2019, 12:36 PM IST

73 ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ନୂଆପଡା ମିନି ଷ୍ଟାଡିୟମର ଗ୍ୟାଲେରୀ ଧସିଲା । ଗ୍ୟାଲେରୀରେ ବସିଥିଲେ ଶତାଧିକ ଛାତ୍ର ଛାତ୍ରୀ । ଅଳ୍ପକେ ବର୍ତ୍ତିଛନ୍ତି ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: 73ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ନୂଆପଡାରେ ଅଘଟଣ । ମିନି ଷ୍ଟାଡିୟମଠାରେ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ।

ନୂଆପଡା ଜିଲ୍ଲା ମିନି ଷ୍ଟାଡିୟମଠାରେ ସ୍ବାଧୀନତା ଦିବସ ପାଳନ ଅବସରରେ ଷ୍ଟାଡିୟମ ଗ୍ୟାଲେରୀରେ ବସିଥିଲେ ଶତାଧିକ ଛାତ୍ରଛାତ୍ରୀ । ଏହି ସମୟରେ ଧସିଥିଲା ଷ୍ଟାଡିୟମ ଗ୍ୟାଲେରୀ । ତେବେ ଶତାଧିକ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସ୍ବାଧୀନତା ଦିବସ ପାଳନ ପୂର୍ବରୁ ସମସ୍ତ ବ୍ୟବସ୍ଥା ଠିକ ଅଛି ନା ନାହିଁ ତାହା ତଦାରଖ କରିବା କଥା । ଏଠାରେ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ମନୋଭାଵ ଯୋଗୁଁ ଏପରି ଦୁର୍ଘଟଣା ଘଟିବା ନେଇ ଚର୍ଚ୍ଚା ହେଉଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ମିନି ଷ୍ଟେଡିଅମ ଠାରେ ଜ଼ୀଲ୍ଲା ସ୍ତରୀୟ 73 ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଅଘଟଣ । ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ । ଆଜି ନୂଆପଡା ଜ଼ୀଲ୍ଲା ମିନି ଷ୍ଟେଡିଅମ ଠାରେ ସ୍ବାଧୀନତା ଦିବସ ପାଳନ ଅବସରରେ ଷ୍ଟେଡିଅମ ଗେଲେରିରେ ବସିଥିଲେ ଶତାଧିକ ଛାତ୍ର ଛାତ୍ରୀ । ଠିକ ଏତିକି ବେଳେ ଧସିଲା ଷ୍ଟେଡି ଅମ ଗେଲେରି । ଅଳ୍ପକେ ବର୍ତିଲେ ଶତାଧିକ ଛାତ୍ର ଛାତ୍ରୀ । ଏଠାରେ ପ୍ରଶ୍ନ ଉଠୁଛି ଦିବସ ପାଳନ ପୂର୍ବରୁ ସମସ୍ତ ବ୍ୟବସ୍ତା ଠିକ ଅଛିନା ନାହିଁ ତାହା ତଦାରଖ କରିବା କଥା । ଏଠାରେ ଦାଇତ୍ୟରେ ଥିବା ପ୍ରଶାସନିକ ଅଧିକାରୀଙ୍କ ବେପୁରିଆ ମାନଭାଵ ଯୋଗୁଁ ଅଳ୍ପକେ ପାର୍ଟିଲେ ଛାତ୍ର ଛାତ୍ରୀ । ଏଦିଗରେ ପ୍ରଶାସନ ଗୁରୁତ୍ୟ ଦେବା ଜରୁରୀ ହୋଇ ପଡିଛି ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.