ETV Bharat / state

ନୂଆପଡାରେ ସାମାଜିକ ଦୂରତ୍ବକୁ ଅବମାନନା

author img

By

Published : Apr 16, 2020, 1:47 AM IST

ଖଡିଆଳ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖାଦେଇଥିଲା । ଏଭଳି କି କାନ୍ଧକୁ କାନ୍ଧ ଧରି ମହିଳାମାନେ ଛିଡା ହୋଇଥିବା ଦେଖାଦେଇଛି । ଅଧିକ ପଢ଼ନ୍ତୁ...

social-distancing-violation-in-nuapada
ନୂଆପଡାରେ ସାମାଜିକ ଦୂରତ୍ବକୁ ଅବମାନନା

ନୂଆପଡା: ଖଡିଆଳ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ସାମାଜିକ ଦୂରତ୍ବ ଫେଲ ମାରିଛି । ବୁଧବାର ଆମ ନୂଆପଡା ଇଟିଭି ଭାରତ ଟିମ ବ୍ୟାଙ୍କ ପାଖକୁ ପହଁଞ୍ଚିବା ବେଳକୁ, ବ୍ୟାଙ୍କ ସମ୍ମୁଖରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖାଦେଇଥିଲା । ଏଭଳି କି କାନ୍ଧକୁ କାନ୍ଧ ଧରି ମହିଳାମାନେ ଛିଡା ହୋଇଥିବା ଦେଖାଦେଇଛି ।

ନୂଆପଡାରେ ସାମାଜିକ ଦୂରତ୍ବକୁ ଅବମାନନା

ପୁରୁଷ ଗ୍ରାହକମାନଙ୍କ ଅବସ୍ଥା ମଧ୍ୟ ସମାନ । ଇଟିଭି କେମେରା ଲେନ୍ସକୁ ଦେଖିବା ପରେ କିଛି ଲୋକ ସାମାଜିକ ଦୂରତା ପାଇଁ ଫୁସୁରୁ ଫାସର ହେଉଥିଲେ । କୋଭିଡ-19 ମୁକାବିଳା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଜାରି କରିଥିବାବେଳେ, ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇଛନ୍ତି । ଏତେସବୁ କଡାକଡି ନିୟମ ଥିବାପରେ ମଧ୍ୟ ଅମାନିଆ ମାନୁନାହାଁନ୍ତି । ଏଥିପ୍ରତି ଶାଖା ପରିଚାଳକ ଏବଂ ପୋଲିସ ପ୍ରଶାସନ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.