ETV Bharat / state

ସୋସେଙ୍ଗ ଓ ସୁନାବେଡାରେ ହାତୀ ଆତଙ୍କ, ଅଞ୍ଚଳବାସୀ ଭୟଭୀତ

ଆତଙ୍କ ଖେଳାଇଛନ୍ତି ହାତୀପଲ । ଗୋଟିଏ ନୁହେଁ କି ଦୁଇଟି ନୁହେଁ, 15 ଜଣିଆ ବଣୁଆ ହାତୀପଲ ନୂଆପଡା ଜିଲ୍ଲାର ସୋସେଙ୍ଗ ଓ ସୁନାବେଡାରେ ପଶି ଲୋକଙ୍କୁ ଭୟଭୀତ କରୁଛନ୍ତି ।

author img

By

Published : Jul 15, 2019, 12:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡ଼ା: ଜିଲ୍ଲା ସୁନାବେଡା ଅଭୟାରଣ୍ୟର ନିକଟବର୍ତ୍ତୀ ଗାଁ ଗୁଡିକରେ ବଣୁଆ ହାତୀ ଆତଙ୍କ । ସୋସେଙ୍ଗ ଓ ସୁନାବେଡା ଅଞ୍ଚଳରେ ଦେଖିବାକୁ ମିଳିଛି 15ରୁ ଊର୍ଦ୍ଧ୍ବ ହାତୀ ପଲ । ତେବେ ଏବେ ଯାଏଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ସେପଟେ, କିନ୍ତୁ ଗାଁରେ ଏତେ ଗୁଡାଏ ହାତୀଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ତେବେ ଖବର ପାଇ କୋମନା ଓ ନୂଆପଡ଼ା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଇବାକୁ ଲାଗି ପଡ଼ିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ସୁନାବେଡା ଅଭୟାରଣ୍ୟ ର ନିକଟବର୍ତ୍ତୀ ଗାଁ ଗୁଡିକରେ ବଣୁଆ ହାତୀ ଆତଙ୍କ । ପ୍ରାକ୍ତ ସୂଚନା ମତେ ଆଜି ସକାଳ ଆଠ ଘଣ୍ଟା ସମୟରେ ସୁନାବେଡା , ଏବଂ ସୋସେଙ୍ଗ ଅଂଚଳରେ ହାତୀପଲ ଦେଖାଦେଇଛି । ହାତୀ ପଲରେ ୧୫ ରୁ ଉର୍ଦ୍ଦ ହାତିଥିବା ଜଣାପଡିଛି । ହାତୀ କାହାର କିଛି କ୍ଷତି କରିନାହିଁ । ହେଲେ ହାତୀପଲ କୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଲାଗିରହିଛି । ଖବର ପାଇ କୋମନା ଏବଂ ନୂଆପଡା ବନବିଭାଗ ଘଟଣା ସ୍ଥଳକୁ ପହଞ୍ଚି ହାତୀ ପଲକୁ ଘଉଡାଇବା କାମରେ ଲାଗିପଡିଛନ୍ତି ।Body:ନୂଆପଡା ରେ ହାତୀConclusion:୧୫ ରୁ ଉର୍ଦ୍ଧ ହାତୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.