ETV Bharat / international

ପ୍ରବେଶ କଲା ନୂଆବର୍ଷ-2025, ପ୍ରଥମେ ସ୍ୱାଗତ କଲା ନ୍ୟୁଜିଲାଣ୍ଡ - NEW ZEALAND WELCOMES NEW YEAR 2025

ଆତସବାଜିରେ ଝଲସିଲା ଅକଲ୍ୟାଣ୍ଡ୍ ସହର । କିରିବାତି ଦ୍ବୀପପୁଞ୍ଜ ପରେ ପ୍ରଥମେ ଦେଶ ଭାବେ ନୂଆବର୍ଷ ପାଳିଲା ନ୍ୟୁଜିଲାଣ୍ଡ ।

ପ୍ରବେଶ କଲା ନୂଆବର୍ଷ-2025, ପ୍ରଥମେ ସ୍ୱାଗତ କଲା ନ୍ୟୁଜିଲାଣ୍ଡ
ପ୍ରବେଶ କଲା ନୂଆବର୍ଷ-2025, ପ୍ରଥମେ ସ୍ୱାଗତ କଲା ନ୍ୟୁଜିଲାଣ୍ଡ (Getty Images)
author img

By ETV Bharat Odisha Team

Published : Dec 31, 2024, 5:02 PM IST

Updated : Dec 31, 2024, 5:14 PM IST

ହାଇଦ୍ରାବାଦ: ଇତିହାସ ହେଲା ବର୍ଷ 2024 । ପ୍ରବେଶ କଲା ନୂଆବର୍ଷ 2025 । ଆତସବାଜି ଓ ଆଲୋକମାଳାରେ ନୂତନ ବର୍ଷକୁ ପ୍ରଥମେ ସ୍ବାଗତ କଲା ନ୍ୟୁଜିଲାଣ୍ଡ । ପ୍ରତିବର୍ଷ ପରି ଅକଲ୍ୟାଣ୍ଡ୍ ସହରବାସୀ ପ୍ରଥମେ ନୂଆବର୍ଷ ପାଳିଛନ୍ତି । ବିଦାୟ ନେଇଛି ବର୍ଷ ୨୦୨୪ । ଭାରତରେ ନବବର୍ଷ ୨୦୨୫ ଆସିବା ପାଇଁ କିଛି ଘଣ୍ଟା ବାକି ଥିବା ବେଳେ ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ୍ ସହର ନୂତନ ବର୍ଷକୁ ସ୍ୱାଗତ କରିଛି । ଆତସବାଜି ଓ ଝିଲମିଲ ଆଲୋକମାଳାରେ ନୂତନବର୍ଷକୁ ସ୍ୱାଗତ କରିଛନ୍ତି ଅକଲ୍ୟାଣ୍ଡବାସୀ ।

  • ଭାରତୀୟ ସମୟ ସାଢେ 8 ଘଣ୍ଟା ପୂର୍ବରୁ ପ୍ରବେଶ କଲା ନୂଆବର୍ଷ:-

ନ୍ୟୁଜିଲାଣ୍ଡ ପୂର୍ବରୁ କିରିବାଟି ଆଇସଲ୍ୟାଣ୍ଡ୍ ପ୍ରଥମେ ୨୦୨୫ କୁ ସ୍ୱାଗତ କରିଛି । ଭାରତୀୟ ସମୟଠାରୁ ପ୍ରାୟ ୮ ଘଣ୍ଟା ୩୦ ମିନିଟ ପୂର୍ବରୁ କିରିବାଟୀ ଦେଶ ନୂତନ ବର୍ଷ ପାଳନ କରିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଭାରତୀୟ ସମୟ ହିସାବରେ ୭ ଘଣ୍ଟା ୩୦ ମିନିଟ ଆଗୁଆ । ନୂତନ ବର୍ଷର ଆଗମନରେ ଅକଲାଣ୍ଡ ସହରର ସ୍କାଏ ଟାୱାରର ଦୃଶ୍ୟ ଖୁବ ସୁନ୍ଦର ଓ ରୋମାଞ୍ଚକର ହୋଇଛି । ବେଶ ଉତ୍ସାହର ସହ ନୂଆବର୍ଷ ପାଳନ କରିଛନ୍ତି ନ୍ୟୁଜିଲାଣ୍ଡବାସୀ ।

  • ଭାରତୀୟ ସମୟରେ କେଉଁଠି କେତେବେଳେ ପାଳନ ହୁଏ ନବବର୍ଷ:-

ଅପରାହ୍ନ 3.30: କିରିବାତି ଦ୍ବୀପ

4.30 ନ୍ୟୁଜିଲ୍ୟାଣ୍ଡ

5.30 : ଫିଜି (ଋଷ)

6.30 : ଅଷ୍ଟ୍ରେଲିଆ

ରାତି 8.30 : ଜାପାନ ଓ ଦକ୍ଷିଣ କୋରିଆ

ରାତି 9.30: ଚୀନ୍, ମାଲେସିଆ, ସିଙ୍ଗାପୁର, ହକଂ, ଫିଲିପାଇନ୍ସ

ମଧ୍ୟରାତ୍ରି 12: ଭାରତ, ଶ୍ରୀଲଙ୍କା

ରାତି 1.30: ଆରବ ଏମିରେଟ୍ସ , ଓମାନ, ଆଜରବାଇଜାନ

ଭୋର 3.30 : ଗ୍ରୀସ୍, ଦକ୍ଷିଣ-ଆଫ୍ରିକା, ସାଇପ୍ରସ୍, ଇଜିପ୍ଟ, ନାମ୍ବିଆ

ଭୋର 4.30 : ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ମୋରୋକୋ, କଙ୍ଗୋ, ମାଲ୍ଟା

ପୂର୍ବାହ୍ନ 5.30 : ବ୍ରିଟେନ, ଆୟର୍ଲାଣ୍ଡ, ପର୍ତ୍ତୁଗାଲ୍

ସକାଳ 8.30 : ବ୍ରାଜିଲ, ଆର୍ଜେଣ୍ଟିନା, ଚିଲି

ପୂର୍ବାହ୍ନ 9.30 : ବରମୁଡା, ଭେନେଜୁଏଲା

ପୂର୍ବାହ୍ନ 10.30 : ଆମେରିକାର ପୂର୍ବ ତଟ (ନ୍ୟୁୟର୍କ, ୱାଶିଂଟନ-ଡିସି, ଇଟେକ) ପେରୁ, କ୍ୟୁବା, ବାହାମାସ୍

11.30: ମେକ୍ସିକୋ, କାନାଡା ଏବଂ ଆମେରିକାର କିଛି ଅଂଶ

1.30 : ଆମେରିକାର ପଶ୍ଚିମ ତଟ (ଲସ ଆଞ୍ଜେଲସ୍, ସାନ୍ ଫ୍ରାନ୍ସିସ୍କୋ)

ଅପରାହ୍ନ 3.30 : ହାୱାଇ, ଫ୍ରେଞ୍ଚ ପଲିନିସା

ଅପରାହ୍ନ 4.30: ସାମୋଆ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 31, 2024, 5:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.