ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 ଲକ୍ଷ 1ହଜାର ଟଙ୍କା ପ୍ରଦାନ କଲା ଯାଦବ ସମାଜ - ନୂଆପଡା ଜିଲ୍ଲା ଯାଦବ ସମାଜ

ବୁଧବାର ନୂଆପଡା ଜିଲ୍ଲା ଯାଦବ ସମାଜ ସଭାପତି ହରେରାମ କଠାର ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 ଲକ୍ଷ 1ହଜାର ଟଙ୍କାର ଚେକ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ପ୍ରଦାନ କରିଛନ୍ତି ।

cm relief fund
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 ଲକ୍ଷ 1ହଜାର ଟଙ୍କା ପ୍ରଦାନ କଲା ଯାଦବ ସମାଜ
author img

By

Published : May 27, 2020, 11:29 AM IST

ନୂଆପଡା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1ଲକ୍ଷ 1 ହଜାର ଟଙ୍କା ପ୍ରଦାନ କଲେ ଯାଦବ ସମାଜ । ବୁଧବାର ନୂଆପଡା ଜିଲ୍ଲା ଯାଦବ ସମାଜ ସଭାପତି ହରେରାମ କଠାର ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 ଲକ୍ଷ 1ହଜାର ଟଙ୍କାର ଚେକ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 ଲକ୍ଷ 1ହଜାର ଟଙ୍କା ପ୍ରଦାନ କଲା ଯାଦବ ସମାଜ

ଦେଶରେ କୋରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିରୁ ବାଦ ପଡିନାହିଁ ଓଡ଼ିଶା । ଏଭଳି ପରିସ୍ଥିତିରେ ସରକାର କୋରୋନା ସଂକ୍ରମଣ ରୋକିବା ପାଇଁ କଡାରୁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାର ପ୍ରଭାବ ରାଜ୍ୟ ରାଜକୋଷରେ ସିଧାସଳଖ ପ୍ରଭାବ ପକାଇଛି ।

ଏଭଳି ସମୟରେ ରାଜ୍ୟ ସରକାରଙ୍କ ରିଲିଫ୍ ପାଣ୍ଟିକୁ 1ଲକ୍ଷ 1 ହଜାର ଟଙ୍କା ପ୍ରଦାନ କରି ସହାୟତର ହାତ ବଢାଇଛନ୍ତି ନୂଆପଡା ଜିଲ୍ଲା ଯାଦବ । ଏହି ଅବସରରେ ଜିଲ୍ଲା ଯାଦବ ସମାଜର ବହୁ ନେତୃବର୍ଗ ଉପସ୍ଥିତ ଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.