ETV Bharat / state

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କଲା MIMTS - ନୂଆପଡା ଖବର

କୋରୋନା ବିପକ୍ଷରେ ଲଢେଇ ପାଇଁ ମଙ୍ଗଳବାର ନୂଆପଡା ଜିଲ୍ଲା ସଦର ବ୍ଲକ ସ୍ଥିତ ମହାମାୟା ଇଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ଟେକ୍ନିକାଲ ସାଇନ୍ସ(ମିମ୍ଟସ) ସଂଗଠନ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରିଛି । ଅଧିକ ପଢନ୍ତୁ...

MIMTS provided financial assistance to the CM Relief   Fund
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କଲା MIMTS
author img

By

Published : Apr 21, 2020, 7:43 PM IST

Updated : Apr 22, 2020, 1:10 AM IST

ନୂଆପଡା: କୋରୋନା ବିରୋଧରେ ଲଢେଇ କରିବା ପାଇଁ ସାରା ବିଶ୍ବ ଏକଜୁଟ ହୋଇ ସରକାରଙ୍କୁ ସହଯୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ହେଉ କି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସବୁଠୁ ଛୁଟିଛି ସହାୟତା ହାତ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ନୂଆପଡା ଜିଲ୍ଲା ସଦର ବ୍ଲକ ସ୍ଥିତ ମହାମାୟା ଇଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ଟେକ୍ନିକାଲ ସାଇନ୍ସ(ମିମ୍ଟସ) ସଂଗଠନ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରିଛି ।

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କଲା MIMTS
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କଲା MIMTS
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କଲା MIMTS

ନୂଆପଡା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି । ମହାମାରୀ କୋଭିଡ19 ମୁକାବିଲା ପାଇଁ ଦେଶ ସଂଗ୍ରାମ କରୁଥିବା ବେଳେ, ଦେଶର ଆର୍ଥିକ ସ୍ଥିତିରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡିଛି । ଏଭଳି ବିପଦ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇ ଖୁସି ଅନୁଭବ କରିଛନ୍ତି ମହାମାୟା ଇଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ଟେକ୍ନିକାଲ ସାଇନ୍ସ ସଂଗଠନ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Apr 22, 2020, 1:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.