ETV Bharat / state

ବ୍ୟବସାୟୀ ସଂସ୍ଥା ଉପରେ ଆୟକର ବିଭାଗର ଅଚାନକ ଚଢାଉ

ଟିକସ ଫାଙ୍କିବା ଅଭିଯୋଗରେ ପୃଥକ ପୃଥକ ଭାବରେ ଖଡ଼ିଆଳ ସହର ସ୍ଥିତ ଅନେକ ବ୍ୟବସାୟୀ ସଂସ୍ଥା ଉପରେ ଚଢାଉ କରିଛି ଆୟକର ବିଭାଗ ।

ଆୟକର ବିଭାଗର ଚଢାଉ
ଆୟକର ବିଭାଗର ଚଢାଉ
author img

By

Published : Mar 17, 2021, 12:51 PM IST

ନୂଆପଡା: ଜିଲ୍ଲା ଖଡିଆଳ ରୋଡ ଜିଏସଟି ପ୍ରବର୍ତ୍ତନ ଶାଖା ଡେପୁଟି କମିଶନର ପ୍ରିୟବ୍ରତ ଗଡ଼ତିଆ ଏବଂ ରାଜ୍ୟକର ଅଧିକାରୀ ନୀଳାଦ୍ରୀ ବିହାରୀ ଦାଢିଆଙ୍କ ନେତୃତ୍ବରେ ଟିକସ ଫାଙ୍କିବା ଅଭିଯୋଗରେ ପୃଥକ ପୃଥକ ଭାବରେ 2 ଗୋଟି ଟିମ ଖଡ଼ିଆଳ ସହର ସ୍ଥିତ ବିଭିନ୍ନ ବ୍ୟବସାୟୀ ସଂସ୍ଥା ଉପରେ ଅତର୍କିତ ଚଢାଉ କରିଛନ୍ତି।

ଆୟକର ବିଭାଗର ଚଢାଉ

ଖଡ଼ିଆଳ ସ୍ଥିତ 353 ଜାତୀୟ ରାଜପଥ କଡରେ ଥିବା ଲଷ୍ମୀ ସେଲସ ଇନପୁଟ କ୍ରେଡିଟ ଟେକ୍ସ ଏବଂ ଓୱେବିଲ ନାଁରେ ସମୁଦାୟ 50 ଲକ୍ଷରୁ ଉର୍ଦ୍ଧ୍ବ ଟିକସ ଫାଙ୍କିବା ଥିବା ଜିଏସଟି ପ୍ରବର୍ତ୍ତନ ଶାଖା ଡେପୁଟି କମିଶନର ସୂଚନା ଦେଇଛନ୍ତି ।

ସେହିଭଳି ରଶ୍ମି ଅଟୋ ମୋବାଇଲ ଟ୍ରାକ୍ଟର ଶୋରୁମ ସମାନ ଅଭିଯୋଗ କରି ଚଢାଉ କରାଯାଇଛି । ଅଧିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୀଳାଦ୍ରୀ ବିହାରୀ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.