ETV Bharat / state

କୋରୋନା ମୁକାବିଲା: ନୂଆପଡାରେ ଅନୁଷ୍ଠିତ ହେଲା ଜନସଚେତନତା କାର୍ଯ୍ୟକ୍ରମ - Awareness programes

କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ସଚେତନ କରାଇବାରେ ଲାଗିଛନ୍ତି । ତେବେ ଏନେଇ ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି କୋଭିଡ-19 ଜନସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

Awareness programes have been held in nuapada
କୋରୋନା ମୁକାବିଲା: ନୂଆପଡାରେ ଅନୁଷ୍ଠିତ ହେଲା ଜନସଚେତନତା କାର୍ଯ୍ୟକ୍ରମ
author img

By

Published : Apr 8, 2020, 12:44 AM IST

ନୂଆପଡା: କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ସଚେତନ କରାଇବାରେ ଲାଗିଛନ୍ତି । ତେବେ ଏନେଇ ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି କୋଭିଡ-19 ଜନସଚେତନତା କାର୍ଯ୍ୟକ୍ରମ । ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଦିତ୍ୟ କୁମାର ଯୋଶୀଙ୍କ ନେତୃତ୍ୱରେ ଜନସଚେତନତା ପଦକ୍ଷେପ ଗ୍ରହଣ କରାଯାଇଛି ।

କୋରୋନା ମୁକାବିଲା: ନୂଆପଡାରେ ଅନୁଷ୍ଠିତ ହେଲା ଜନସଚେତନତା କାର୍ଯ୍ୟକ୍ରମ

ଏହି ଅବସରରେ ନେହେନା ଗ୍ରାମର ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ମହିଳା ପୁରୁଷ ସ୍ୱାସ୍ଥ୍ୟ ସେବକ ଏବଂ ଗାଁର ସ୍ବେଛାସେବୀ ସାମିଲ ଥିଲେ । ଘର ଘର ବୁଲିବା ସମୟରେ ଲୋକଙ୍କୁ ତାଗିତ କରିବାସହ ଘଣ୍ଟ ଶଙ୍ଖ ଥାଳିଆ ବଜାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ଡାକ୍ତର ଆଦିତ୍ୟ କୁମାର ଯୋଶୀଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.