ETV Bharat / state

ଦୌଡି ଦୌଡି ନୟାନ୍ତ, 80 ବର୍ଷିୟ ବୃଦ୍ଧଙ୍କୁ ମିଳୁନି ରାସନ କି ପେନସନ

ନୂଆପଡା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବଲାଙ୍ଗୀର ଜିଲ୍ଲାର 80 ବର୍ଷିୟା ବୃଦ୍ଧ ସହଦେଵ ବିଭାର । ଦୀର୍ଘ 8 ମାସ ହେବ ତାଙ୍କୁ ଭତ୍ତା ଏବଂ ରାସନ ସାମଗ୍ରୀ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

ଦୌଡି ଦୌଡି ନୟାନ୍ତ, 80 ବର୍ଷୀୟ ବୃଦ୍ଧଙ୍କୁ ମିଳୁନି ରାସନ କି ପେନସନ

author img

By

Published : Jan 6, 2021, 8:17 AM IST

Updated : Jan 6, 2021, 10:32 AM IST

ନୂଆପଡା:ରାସନ ସାମଗ୍ରୀ ଓ ଭତ୍ତାରୁ ବଞ୍ଚିତ 80 ବର୍ଷିୟା ବୃଦ୍ଧ। ତାଙ୍କ ନାମ ହେଉଛି ସହଦେବ ବିଭାର । ମାସେ କି ଦୁଇମାସ ନୁହେଁ ଦୀର୍ଘ 8 ମାସ ହେବ ତାଙ୍କୁ ଗ୍ରାମପଞ୍ଚାୟତରେ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ନୂଆପଡା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି।

ଦୌଡି ଦୌଡି ନୟାନ୍ତ, 80 ବର୍ଷିୟ ବୃଦ୍ଧଙ୍କୁ ମିଳୁନି ରାସନ କି ପେନସନ

ସୂଚନା ମତେ, 80 ବର୍ଷିୟ ସହଦେଵ ବିଭାର ପ୍ରଥମେ ନୂଆପଡା ଜ଼ିଲ୍ଲାର ଠକପାଲି ଗ୍ରାମପଞ୍ଚାୟତରେ ବାସ କରି ସେଠାରେ ହିଁ ବୃଦ୍ଧଭତ୍ତା,ରାସନ ସାମଗ୍ରୀ ପାଉଥିଲେ । କାଳକ୍ରମେ ବୃଦ୍ଧା ଜଣକ ପେଟ ପାଟଣା ପାଇଁ 8ମାସ ହେବ ବଲାଙ୍ଗୀର ଜ଼ିଲ୍ଲା କୁରୁଆଝେର ଗ୍ରାମପଞ୍ଚାୟତରେ ବାସ କରୁଛନ୍ତି ।

ଯାହାଫଳରେ ଭତ୍ତା ରାସନକାର୍ଡକୁ ନୂଆପଡା ଜ଼ିଲ୍ଲାରୁ ବଲାଙ୍ଗୀର ଜ଼ିଲ୍ଲାକୁ ସ୍ଥାନାନ୍ତରିତ କରିବାପାଇଁ ଦୀର୍ଘ 8 ମାସହେବ ନୂଆପଡା ଜ଼ିଲ୍ଲାପାଳଙ୍କୁ ଜଣାଇ ଆସୁଛନ୍ତି । ହେଲେ ଏଯାଏ ସୁଫଳ ମିଳି ପାରୁନାହିଁ ।

ନୂଆପଡାରୁ ମୋତିଲାଲା ବାଗ୍, ଇଟିଭି ଭାରତ

Last Updated : Jan 6, 2021, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.