ETV Bharat / state

ଦଶାହ ଭୋଜି ଖାଇ 25 ଝାଡାବାନ୍ତିରେ ଆକ୍ରାନ୍ତ - ନୂଆପଡାରେ ଝାଡାବାନ୍ତି

କୋମନା ବ୍ଲକ ଅନ୍ତର୍ଗତ ପଏର ଗ୍ରାମରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଅଧିକ ପଢନ୍ତୁ...

ଦଶାହ ଭଜି ଖାଇ 25 ଝାଡାବାନ୍ତିରେ ଆକ୍ରନ୍ତ
ଦଶାହ ଭଜି ଖାଇ 25 ଝାଡାବାନ୍ତିରେ ଆକ୍ରନ୍ତ
author img

By

Published : Feb 25, 2021, 10:01 PM IST

ନୂଆପଡା: କୋମନା ବ୍ଲକ ଅନ୍ତର୍ଗତ ପଏର ଗ୍ରାମରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଏଥିରେ ପ୍ରାୟ ଗ୍ରାମର 25ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇସାରିଲେଣି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଦଶାହ ଭଜି ଖାଇ 25 ଝାଡାବାନ୍ତିରେ ଆକ୍ରନ୍ତ

ମିଳିଥିବା ସୂଚନା ଅନୁସାରେ ଗତ କିଛିଦିନ ପୂର୍ବେ ପଏର ଗ୍ରାମର ଚୈତନ୍ୟ ବନଗୋଲାଙ୍କ ଦେହାନ୍ତ ହୋଇଥିଲା । ଆଜି ସାମାଜିକ ଶୁଦ୍ଧି କ୍ରିୟା କରି ଗାଁ ଲୋକେ ଦଶାହ ଭୋଜି ଖାଇଥିଲେ । ଦଶାହ ଭୋଜି ଭାତ ଖାଇବା କାରଣରୁ ଏଭଳି ଝାଡା ବାନ୍ତି ବ୍ୟାପିଥିବା ଗାଁ ଲୋକେ କହିଛନ୍ତି । ଆକ୍ରାନ୍ତ ଲୋକମାନଙ୍କୁ କୋମନା ସ୍ବାସ୍ଥ୍ୟ ବିଭାଗ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ଜଣାପଡିଛି।

ନୂଆପଡରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.