ETV Bharat / state

ସରପଞ୍ଚଙ୍କ ଗାଁରେ ଫେଲ ସ୍ଵଚ୍ଛ ଭାରତ ମିଶନ - Swachh Bharat Mission is fail in sarapancha village

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗଡବାଣି କିଲୋ ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ସମ୍ପୁର୍ଣ୍ଣ ଭାବେ ଫେଲ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସରପଞ୍ଚଙ୍କ ଗ୍ରାମରେ ଫେଲ ସ୍ଵଚ୍ଛ ଭାରତ ମିଶନ
ସରପଞ୍ଚଙ୍କ ଗ୍ରାମରେ ଫେଲ ସ୍ଵଚ୍ଛ ଭାରତ ମିଶନ
author img

By

Published : Mar 17, 2021, 7:58 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗଡବାଣି କିଲୋ ଗ୍ରାମପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ସମ୍ପୁର୍ଣ୍ଣ ଭାବେ ଫେଲ ମାରିଥିବା ଅଭିଯୋଗ ହୋଇଛି ।

ସରପଞ୍ଚଙ୍କ ଗ୍ରାମରେ ଫେଲ ସ୍ଵଚ୍ଛ ଭାରତ ମିଶନ

ଏହି ପଞ୍ଚାୟତ ଅଧୀନରେ ରହିଛି ସାନ ପଥୁରିଆ ଆଦିବାସୀ ସାହି ଯାହା, ଗଡ ବାଣିକିଲୋ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ନିଜସ୍ୱ ଗ୍ରାମ ଅଟେ । ଏହି ଗ୍ରାମରେ କେନ୍ଦ୍ର ସରକାରଙ୍କ ସ୍ଵଛ ଭାରତ ମିଶନ ସମ୍ପୂର୍ଣ୍ଣ ଫେଲ ମାରିଛି l ଠିକାଦାର-ପ୍ରସାଶନିକ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ପାଇଖାନା ଏବେ ବ୍ୟବହାର ଅନୁପଯୋଗୀ ହୋଇଛି । ପାଇଖାନାକୁ ଅଧପନ୍ତରିଆ ଭାବେ କାମ ବିଲ୍ ଉଠାଯାଇଥିବା ଅଭିଯୋଗ ହୋଇଛି l ଯାହା ଫଳରେ ପାଇଖାନା ଗୁଡିକ ଲୋକ ମାନଙ୍କ ବ୍ୟବହାର ଉପଯୋଗୀ ହେଉ ନାହିଁ । ଗାଁକୁ ନାମକୁ ମାତ୍ର ବାହ୍ୟମଳ ମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି । ପାଇଖାନା ନିର୍ମାଣ ଅନିୟମିତତା ହୋଇଥିବାରୁ ଏହାର ତଦନ୍ତ କରିବାକୁ ଦାବୀ କରିଛନ୍ତି ଗ୍ରାମବାସୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.