ETV Bharat / state

କଣ୍ଟିଲୋ ନୀଳମାଧବ ପୀଠର ହେବ ନବକଳେବର, ବିସ୍ଥାପିତ ହେବେ ୬୦ ପରିବାର - ନୂତନ ହେବ ନୟାଗଡ କଣ୍ଟିଲୋ ନୀଳମାଧବ ପୀଠ

ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବର ହେବ ନବକଳେବର । ବିସ୍ଥାପିତ ହେବେ ୬୦ ପରିବାର । ନବକଳେବର ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ୧୮ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ସରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

କଣ୍ଟିଲୋ ନୀଳମାଧବ ପୀଠର ହେବ ନବକଳେବର, ବିସ୍ଥାପିତ ହେବେ ୬୦ ପରିବାର

author img

By

Published : May 6, 2022, 10:40 PM IST

ନୟାଗଡ଼: ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବର ହେବ ନବକଳେବର । ନବକଳେବର ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ୧୮ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ସରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଣ୍ଟିଲୋ ନୀଳମାଧବ ପୀଠର ନବକଳେବର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

କଣ୍ଟିଲୋ ନୀଳମାଧବ ପୀଠର ହେବ ନବକଳେବର, ବିସ୍ଥାପିତ ହେବେ ୬୦ ପରିବାର

ଏହି ବିକାଶମୂଳକ କାର୍ଯ୍ୟରେ ପ୍ରାୟ ୬୦ ପରିବାର ବିସ୍ଥାପିତ ହେବେ । ଏହି ପୀଠର କଳେବର ବୃଦ୍ଧି ପାଉଥିବାରୁ ଏହି ପରିବାରକୁ ବିସ୍ଥାପିତ ହେବାକୁ ପଡିବ । ସେମାନଙ୍କୁ ଏପର୍ଯ୍ୟନ୍ତ ଥଇଥାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହାଫଳରେ ବିସ୍ଥାପିତ ପରିବାର ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲେ ସୁଦ୍ଧା, ବିସ୍ଥାପିତ ପ୍ରକ୍ରିୟାକୁ ସ୍ୱାଗତ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ପୀଠର ବିକାଶ ପାଇଁ ବିସ୍ଥାପିତ ହେବାକୁ ସାଦରେ ଗ୍ରହଣ କରିଛନ୍ତି ସମସ୍ତ ପରିବାର । କିନ୍ତୁ, ଥାଇଥାନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.