ETV Bharat / state

ପ୍ରଧାନ ଶିକ୍ଷୟତ୍ରୀଙ୍କ ଇଙ୍ଗିତରେ ଛାତ୍ରଙ୍କୁ ପିଟିଲେ ଛାତ୍ର - beats another student in nayagarh

ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର । ଶିକ୍ଷାର ମନ୍ଦିରରେ ଯଦି ନୀରିହ ଛାତ୍ରଛାତ୍ରୀ ପଥଭ୍ରଷ୍ଟ ହେବେ ତେବେ ଦାୟୀ କିଏ ? ନୟାଗଡ ଜିଲ୍ଲାରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ ଏବେ ଚିନ୍ତାରେ ଅଭିବାବକ । ପ୍ରଧାନ ଶିକ୍ଷୟତ୍ରୀଙ୍କ ଇଙ୍ଗିତରେ ଛାତ୍ରଙ୍କୁ ପିଟିଲେ ଛାତ୍ର ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Aug 4, 2019, 6:31 AM IST

ନୟାଗଡ: ପ୍ରଧାନ ଶିକ୍ଷୟତ୍ରୀଙ୍କ ଇଙ୍ଗିତ ରେ ଛାତ୍ରଙ୍କୁ ପିଟିଲେ ଛାତ୍ର । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ବାଇଗୁଣିଆ ପଞ୍ଚାୟତର ତନ୍ତୁ ସମବାୟ ହାଇସ୍କୁଲରେ । ବାଇଗୁଣିଆ ହାଇସ୍କୁଲରେ କିଛିଦିନ ତଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ସେହି ସ୍କୁଲର ଅନ୍ୟ ସହକାରୀ କର୍ମଚାରୀମାନଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇଥିଲା । ଯାହା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିଗୋଚର କୁ ଆସିଥିଲା । ଏପରିକି ଗ୍ରାମବାସୀ ମାନେ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ତେବେ ପ୍ରଧାନ ଶିକ୍ଷତ୍ରୀୟଙ୍କ ଇଙ୍ଗିତରେ କିଛି ଛାତ୍ର ସେହି ସ୍କୁଲର ଅନ୍ୟ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଆହତ ଛାତ୍ରଙ୍କ ପରିବାର ଲୋକ ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ଶୁକ୍ରବାର ସ୍କୁଲ ଯାଇ ପ୍ରଧାନ ଶିକ୍ଷତ୍ରୀୟଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ସେବତୀ ପରିଡା, କୌଣସି ପ୍ରକାର ସହଯୋଗ ନ କରିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ଆହତ ଛାତ୍ର ଜଣକ ଏକ ଭିଡିଓ ମାଧ୍ୟମରେ ନିଜର ସୁରକ୍ଷା କଥା ଦାବି କରିଛନ୍ତି ।

ଏହି ଘଟଣା ପରେ ନୟାଗଡ଼ ଜିଲ୍ଲାରେ ଆଲୋଡନ ସୃଷ୍ଟିହୋଇଛି । ତେବେ ଆସନ୍ତା ସୋମବାର ଦିନ ସ୍କୁଲ ବନ୍ଦ ରଖି ଆନ୍ଦୋଳନ କରିବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ପ୍ରଧାନ ଶିକ୍ଷତ୍ରିଙ୍କ ଇଙ୍ଗିତ ରେ ଛାତ୍ରଙ୍କୁ ପିଟିଲେ ଛାତ୍ର । ଆହତ ଛାତ୍ରଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ । ଏଭଳି ଘଟଣା ଘଟିଛି, ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ବାଇଗୁଣିଆ ପଂଚାୟତ ର ତନ୍ତୁ ସମବାୟ ହାଇସ୍କୁଲ ରେ । Body:ବାଇଗୁଣିଆ ହାଇସ୍କୁଲ ରେ କିଛିଦିନ ତଳେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିରୁଦ୍ଧରେ ସେହି ସ୍କୁଲ ର ଅନ୍ୟ ସହକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇଥିଲା । ଯାହା ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଦୃଷ୍ଟିଗୋଚର କୁ ଆସିଥିଲା । ଏପରିକି ଗ୍ରାମବାସୀ ମାନେ ମଧ୍ୟ ପ୍ରଧାନ ଶିକ୍ଷତ୍ରିଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ ପ୍ରଧାନ ଶିକ୍ଷତ୍ରିଙ୍କ ଇଙ୍ଗିତ ରେ କିଛି ଛାତ୍ର ସେହି ସ୍କୁଲ ର ଅନ୍ୟ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଛାତ୍ରଜନଙ୍କ ଘରେ ସବୁ କଥା କହିଥିଲେ । ଆହତ ଛାତ୍ରଙ୍କ ପରିବାର ଲୋକ ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ଆଜି ସ୍କୁଲ ଯାଇ ପ୍ରଧାନ ଶିକ୍ଷତ୍ରିଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ସେବତୀ ପରିଡା, କୌଣସି ପ୍ରକାର ସହଯୋଗ ନ କରିବା ପରିବାର ପକ୍ଷରୁ ଅଭିଯୋଗ ଲରିଛନ୍ତି । ଏପରିକି ଆହତ ଛାତ୍ର ଜଣକ ଏକ vdo କରି ନିଜର ସୁରକ୍ଷା କଥା ଦାବି କରିଛନ୍ତି । Conclusion:ଏହି ଘଟଣା ପରେ ନୟାଗଡ଼ ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଚନା ହୋଇଛି । ତେବେ ଆସନ୍ତା ସୋମବାର ଦିନ ସ୍କୁଲ ବନ୍ଦ ରଖି ଆନ୍ଦୋଳନ କରିବେ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.