ETV Bharat / state

ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’ - saroj reaction on pari issue

ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’

author img

By

Published : Jan 4, 2021, 6:23 PM IST

Updated : Jan 4, 2021, 6:42 PM IST

18:19 January 04

ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’

ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’

ନୟାଗଡ଼ : ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀଙ୍କ ବଡ଼ ବୟାନ l ' ନା ମୁଁ କିଛି ଜାଣିନି l ମୁଁ ନିର୍ଦ୍ଦୋଷ l ଏସଆଇଟି ମୋତେ ବାଡେଇଛି ସାର  l ମୁଁ ନିର୍ଦ୍ଦୋଷ, ମତେ ଫସାଯାଇଛି l ମୁଁ କିଛି ଜାଣିନି 'ବୋଲି ବଡ଼ ପାଟିରେ କହିଲା ସରୋଜ l 14 ଦିନରେ ଆଜି ନୟାଗଡ଼ ପୋକସୋ କୋର୍ଟରେ ହାଜର ହୋଇଥିଲା ସରୋଜ l ଏହି ସମୟରେ ସରୋଜ ଏଭଳି କିଛି କହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 4, 2021, 6:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.