ETV Bharat / state

ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ ପଞ୍ଚାୟତ କଲା ସମ୍ବର୍ଦ୍ଧିତ - ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ଆଥଲେଟ ତଥା ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ ନିଜ ପଞ୍ଚାୟତ କଲା ସମ୍ବର୍ଦ୍ଧିତ l ସୁଜାତା ରାଜ୍ୟ ଏବଂ ଦେଶ ପାଇଁ ଦିନେ ଗର୍ବ ଓ ଗୌରବ ଆଣିଥିଲେ । ଅଧିକ ପଢନ୍ତୁ:

ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ ଦିଆଗଲା ସମ୍ବର୍ଦ୍ଧନା

author img

By

Published : Oct 19, 2020, 8:49 PM IST

ନୟାଗଡ଼: ଆଥଲେଟ ତଥା ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ ନିଜ ପଞ୍ଚାୟତ କଲା ସମ୍ବର୍ଦ୍ଧିତ l ସୁଜାତା ରାଜ୍ୟ ଏବଂ ଦେଶ ପାଇଁ ଦିନେ ଗର୍ବ ଓ ଗୌରବ ଆଣିଥିଲେ ।

ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ରଣପୁର ବ୍ଲକ ପଟିଆ ପଞ୍ଚାୟତରେ ଏକ ସ୍ବତନ୍ତ୍ର ଉତ୍ସବରେ ସ୍ବର୍ଣ୍ଣପଦକ ପ୍ରାପ୍ତ ଜାତୀୟ ସ୍ତରର ଖେଳାଳି ସୁଜାତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ଦାରିଦ୍ର୍ୟର କଶାଘାତରେ ରହି ଭୋକ ଉପାସରେ ଦିନ କାଟୁଛନ୍ତି l ଜଣେ ସ୍ବର୍ଣ୍ଣପଦକ ପ୍ରାପ୍ତ ଜାତୀୟ ଖେଳାଳି ସୁଜାତା ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା l ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତାଙ୍କୁ ଏକ ବେସରକାରୀ ସ୍ତରରୁ ଚାକିରୀ ମିଳିଛି l ସରକାରୀ ସ୍ତରରେ ସହାୟତା ପ୍ରଦାନ ପାଇଁ ଚେଷ୍ଟା କରାଯାଉଛି l ଜଣେ ଜାତୀୟ ସ୍ତରର ଖେଳାଳିଙ୍କୁ କେହି ଜାଣିନଥିଲେ l କିନ୍ତୁ ଗଣମାଧ୍ୟମ ତାଙ୍କୁ ସାମ୍ନାକୁ ଆଣିଥିଲା l

ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ପଟିଆ ପଞ୍ଚାୟତର ସରପଞ୍ଚ ପ୍ରଭାତ କୁମାର ସାହୁଙ୍କ ଉପସ୍ଥିତିରେ ଆଥଲେଟ ସୁଜାତାଙ୍କୁ ସମ୍ମାନିତ କରାଯାଇଛି l ଏହି ସଭାରେ ଡାକ୍ତର ବିଶ୍ବଜିତ୍ ମହାପାତ୍ର ,କନ୍ଧ ନୟାଗଡ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ l ସୁଜାତା ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ବୋଲି ଅତିଥିମାନେ ମତ ଦେଇଥିଲେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.