ETV Bharat / state

ପରୀ ପରିବାରକୁ ଭେଟିଲା ଇଟିଭି ଭାରତ, ଶୁଣନ୍ତୁ

author img

By

Published : Dec 5, 2020, 9:23 PM IST

ପରୀ ହତ୍ୟା ମାମଲା । ପରୀ ପାଇଁ ନ୍ୟାୟ ଦାବି କଲେ ବିଜେପି-କଂଗ୍ରେସ । ଅଧିକ ପଢନ୍ତୁ...

pari parents reaction on political party
ଭେଟିଲେ ବିଜେପି-କଂଗ୍ରେସ ଦଳ,କଣ କହୁଛନ୍ତି ପରୀ ବାପା-ମା ?

ନୟାଗଡ: ନୟାଗଡ଼ ଯଦୁପୁରକୁ ଆଜି ଉଭୟ କଂଗ୍ରେସ ଏବଂ ବିଜେପିର ସ୍ବତନ୍ତ୍ର ଟିମ ଆସି ପରୀ ପାଇଁ ନ୍ୟାୟ ଦାବି କରିଛନ୍ତି l ପରୀ ବାପା ମା 'ଙ୍କୁ ବିଜେପି ଏବଂ କଂଗ୍ରେସ ପରୀକୁ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି l ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ କରିବେ ବୋଲି ଉଭୟ ଦଳ କହିଛନ୍ତି l

ତେବେ ଉଭୟ ଦଳ ପରୀ ବାପା ମା'ଙ୍କ ସହ ଆଲୋଚନା ପରେ ସେମାନଙ୍କ ପ୍ରତିକ୍ରିୟା କଣ ରହିଛି ସେ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.