ETV Bharat / state

ଏସଆଇଟି ଅଭିଯୁକ୍ତକୁ ନିର୍ଯାତନା ଦେଇଛି: ଓକିଲ

ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟିକୁ ପୁଣି ଝଟକା । ଏସଆଇଟି ଅଭିଯୁକ୍ତକୁ ନିର୍ଯାତନା ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

pari murder case : sit touched juvenile
ଏସଆଇଟି ଅଭିଯୁକ୍ତକୁ ନିର୍ଯାତନା ଦେଇଛି : ଓକିଲ
author img

By

Published : Jan 13, 2021, 6:47 PM IST

ନୟାଗଡ: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟିକୁ ପୁଣି ଝଟକା । ଅଭିଯୁକ୍ତ ନାବାଳକର ବ୍ରେନ ମ୍ୟାପିଂ ଆବେଦନକୁ ଅନୁମତି ଦେଇ ନାହାଁନ୍ତି ଜୁଭେନଇଲ ଜଷ୍ଟିସ ବୋର୍ଡ । ନାବାଳକର ଅସହମତି କାରଣରୁ ଅନୁମତି ଦେଇନାହାଁନ୍ତି ବୋର୍ଡ ।

ଏସଆଇଟି ଅଭିଯୁକ୍ତକୁ ନିର୍ଯାତନା ଦେଇଛି : ଓକିଲ

ଏହାସହ ନାବାଳକକୁ ରିମାଣ୍ଡରେ ନେଇଥିବା ସମୟରେ ତାକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଜବାବ ମାଗିବା ପାଇଁ ବୋର୍ଡଙ୍କୁ ଅନୁରୋଧ କରିଛନ୍ତି ନାବାଳକଙ୍କ ଓକିଲ l ଯାହାର ଶୁଣାଣି ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.