ETV Bharat / state

ମଙ୍ଗନ ଭୋଜି ଖାଇ ଜଣେ ମୃତ, 40 ରୁ ଊର୍ଦ୍ଧ୍ବ ଗୁରୁତର - ନୟାଗଡରେ ଭୋଜି ଖାଇ ଜଣେ ମୃତ

ନୟାଗଡରେ ମଙ୍ଗନ ଭୋଜି ଖାଇ 40ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇଥିବା ବେଳେ ଜଣେ ମୃତ । ଅଧିକ ପଢନ୍ତୁ....

ମଙ୍ଗନ ଭୋଜି ଖାଇ ଜଣେ ମୃତ, 40 ରୁ ଊର୍ଦ୍ଧ୍ବ ଗୁରୁତର

author img

By

Published : May 1, 2021, 7:51 PM IST

ନୟାଗଡ: ମଙ୍ଗନ ଭୋଜି ଖାଇ 40 ରୁ ଊର୍ଦ୍ଧ୍ବ ଗୁରୁତର ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ଗତକାଲି(ଶୁକ୍ରବାର) ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରବିଗାଡ଼ିଆ ଗ୍ରାମପଞ୍ଚାୟତ କୁରୁମବାଙ୍କତରା ଗାଁରେ ଘଟିଛି ଏହି ଅଘଟଣ ।

ମଙ୍ଗନ ଭୋଜି ଖାଇ ଜଣେ ମୃତ, 40 ରୁ ଊର୍ଦ୍ଧ୍ବ ଗୁରୁତର

କୁରୁମବାଙ୍କତରା ଗ୍ରାମ ଆଡୁଆ ସାହିରେ ଜନୈକ ବ୍ୟକ୍ତିଙ୍କ ମଙ୍ଗନ ଭୋଜି ଖାଇ 40ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଏଥିସହ ଚିକିସ୍ତାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ସେହି ଗ୍ରାମର ରାଧା ବାରିକଙ୍କ ପତ୍ନୀ ମାଟିଆଣୀ ବାରିକ(55) l ଗୁରୁତରମାନଙ୍କୁ ସ୍ଥାନୀୟ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ତେବେ ଖାଇବା କିପରି ବିଷାକ୍ତ ହେଲା ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଗାଁରେ ଏକ ମେଡ଼ିକାଲ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.