ETV Bharat / state

ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଧାରଣା ଦେବ କଂଗ୍ରେସ - nayagarh Congress will protest tomorrow

ଏବେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି । ଏନେଇ ଆସନ୍ତାକାଲି ପ୍ରତ୍ୟେକ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ ନୟାଗଡ଼ କଂଗ୍ରେସ । ଅଧିକ ପଢନ୍ତୁ...

ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଧାରଣା ଦେବ କଂଗ୍ରେସ

author img

By

Published : Jun 10, 2021, 1:14 PM IST

ନୟାଗଡ଼: ଏବେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି । ସାଧାରଣ ଲୋକେ ଏଥିରେ ନାହିଁ ନଥିବା ହଇରାଣ ହେଉଛନ୍ତି । ଆଉ ଏହାର ପ୍ରତିବାଦ କରିବ ନୟାଗଡ଼ କଂଗ୍ରେସ । ପ୍ରତ୍ୟେକ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ ।

ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଧାରଣା ଦେବ କଂଗ୍ରେସ
ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଧାରଣା ଦେବ କଂଗ୍ରେସ

ରାଜ୍ୟ କଂଗ୍ରେସର ଆହ୍ୱାନ କ୍ରମେ ଆସନ୍ତାକାଲି ଅର୍ଥାତ ଜୁନ ୧୧ ପୂର୍ବାହ୍ନରେ ଜିଲ୍ଲା/ବ୍ଲକ ସଦର ମହକୁମାରେ ଥିବା ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ୨ ଘଣ୍ଟିଆ ବିକ୍ଷୋଭ ଏବଂ ଧାରଣା ଦିଆଯିବ । ଜିଲ୍ଲାର ସମସ୍ତ ବ୍ଲକ କଂଗ୍ରେସ ସଭାପତିଙ୍କ ଉପସ୍ଥିତିରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ତେବେ କୋଭିଡ଼ ଗାଇଡ଼ଲାଇନ ପାଳନ କରି ଧାରଣା ଦିଆଯିବା ନେଇ ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.