ETV Bharat / state

ନୟାଗଡ଼ରେ ବଢୁଛି କୋରୋନା, ଆଜି 196 ଚିହ୍ନଟ - 196 -new-covid-positive-cases-in-last-24-hrs

ନୟାଗଡ଼ ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ହେବାକୁ ବସିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି 196 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

nayagagh-report-196 -new-covid-positive-cases-in-last-24-hrs
ନୟାଗଡ଼ରେ ହୁ ହୁ ବଢୁଛି କୋରୋନା, ଆଜି 196 ଚିହ୍ନଟ
author img

By

Published : Jun 6, 2021, 5:40 PM IST

ନୟାଗଡ଼: ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଛି । ସେହିପରି ଅମାନିଆ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି(ରବିବାର) 196 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପ୍ରାୟ 26 ଶହ ସକ୍ରିୟ ମାମଲା ରହିଥିବା ଜଣାଯାଇଛି । ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପରିସ୍ଥିତି ଜଟିଳ ହୋଇପଡ଼ୁଥିବା ଜଣାଯାଇଛି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ଭାପୁର ବ୍ଲକରୁ 13, ଦଶପଲ୍ଲାରୁ 17, ଗଣିଆରୁ 4, ଖଣ୍ଡପଡାରୁ 28, ନୟାଗଡ଼ରୁ 24, ନୂଆଗାଁରୁ 35 ଏବଂ ଓଡଗାଁରୁ 22, ରଣପୁରରୁ 36 ଏବଂ ଜିଲ୍ଲା ବାହାରୁ ଏବଂ ନୟାଗଡ଼ ଏନଏସିରୁ 17 ଜଣ ଚି଼ହ୍ନଟ ହୋଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.