ETV Bharat / state

ଚର୍ଚ୍ଚାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଟ୍ରେନ ଯାତ୍ରା - ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବରରୁ ନିଜ ନିର୍ବାଚନ ମଣ୍ଡଳୀ ନୟାଗଡ଼କୁ ଟ୍ରେନ ଯୋଗେ ଯାତ୍ରା କରି ଚର୍ଚ୍ଚାରେ ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢ଼ନ୍ତୁ...

ମନ୍ତ୍ରୀ ଅରୁଣ ସାହୁଙ୍କ ଟ୍ରେନ ଯାତ୍ରା
author img

By

Published : Oct 24, 2019, 4:43 AM IST

ଭୁବନେଶ୍ବର: ସର୍ବଦା ନିଜର ନିଆରା ଅନ୍ଦାଜ, କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିବା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ପୁଣି ଥରେ ଚର୍ଚ୍ଚାରେ। ରାଜଧାନୀ ଭୁବନେଶ୍ବରରୁ ନିଜ ନିର୍ବାଚନ ମଣ୍ଡଳୀ ନୟାଗଡ଼କୁ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି ମନ୍ତ୍ରୀ ଅରୁଣ।

minister arun sahu, visited nayagarh, newly stated train, bhubaneswar, nayagarh, train, ମନ୍ତ୍ରୀ ଅରୁଣ ସାହୁ, ଟ୍ରେନ ଯାତ୍ରା
ମନ୍ତ୍ରୀ ଅରୁଣ ସାହୁଙ୍କ ଟ୍ରେନ ଯାତ୍ରା
ନୟାଗଡ଼ ପାସେଞ୍ଜର ଟ୍ରେନରେ ସାଧାରଣ ଲୋକଙ୍କ ଭଳି ଟିକେଟ କାଉଣ୍ଟରରୁ ଟିକେଟ କରି ବୁଧବାର ସନ୍ଧ୍ୟା ୬ଟା ୪୦ ମିନିଟରେ ଅରୁଣ ଚଢ଼ିଥିଲେ ଟ୍ରେନରେ । ଯେଉଁଦିନ ନୟାଗଡ଼ରୁ ଖୋର୍ଦ୍ଧା ରୋଡ଼ ପ୍ରଥମେ ରେଳ ଚଳାଚଳ ହେଲା, ନୟାଗଡ଼ ଟାଉନ ଷ୍ଟେସନ ଠାରେ ଅନୁଷ୍ଠିତ ସଭାକୁ ଡ଼ଃ ଅରୁଣ କୁମାର ସାହୁ ଟ୍ରେନରେ ଯାଇଥିଲେ ଏବଂ କହିଥିଲେ ଯେବେ ନୟାଗଡ଼ରୁ ଭୁବନେଶ୍ବର ରେଳ ଚାଲିବ ମୁଁ ନିଶ୍ଚିତ ଟ୍ରେନରେ ଯିବା ଆସିବା କରିବି । ସେଦିନ କହିଥିବା କଥାକୁ ପୂରଣ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:

ସର୍ବଦା ନିଜର ନିଆରା ଅନ୍ଦାଜ, କାର୍ଯ୍ୟଶୈଳୀ ପାଈଁ ଚର୍ଚ୍ଚାରେ ରହୁଥିବା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଆଜି ପୁଣି ଥରେ ଚର୍ଚ୍ଚାରେ। ରାଜଧାନୀ ଭୁବନେଶ୍ବରରୁ ନିଜ ନିର୍ବାଚନ ମଣ୍ଡଳୀ ନୟାଗଡ଼କୁ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି ।

Body:ଭୁବନେଶ୍ୱର - ନୟାଗଡ଼ ପାସେଞ୍ଜର ଟ୍ରେନରେ ସାଧାରଣ ଲୋକଙ୍କ ଭଳି ଟିକେଟ କାଉଣ୍ଟର ରୁ ଟିକେଟ କରି ସନ୍ଧ୍ୟା ୬ ଟା ୪୦ ମିନିଟ ରେ ଚଢ଼ିଥିଲେ ଟ୍ରେନରେ

Conclusion:ଯେଉଁଦିନ ନୟାଗଡ଼ରୁ - ଖୋର୍ଦ୍ଧା ରୋଡ଼ ପ୍ରଥମେ ରେଳ ଚଳାଚଳ ହେଲା , ନୟାଗଡ଼ ଟାଉନ ଷ୍ଟେସନ ଠାରେ ଅନୁଷ୍ଠିତ ସଭାରେ ଡ଼ଃ ଅରୁଣ କୁମାର ସାହୁ ନିଜେ ଟ୍ରେନରେ ନୟାଗଡ଼ ରୁ ଯାଇଥିଲେ ଏବଂ କହିଥିଲେ ଯେବେ ନୟାଗଡ଼ରୁ ଭୁବନେଶ୍ୱର ରେଳ ଚାଲିବ ମୁଁ ନିଶ୍ଚିତ ଟ୍ରେନରେ ଯିବା-ଆସିବା କରିବି ।ସେଦିନ କହିଥିବା କଥାକୁ ଆଜି ପୂରଣ କରିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.