ଭୁବନେଶ୍ବର: ସର୍ବଦା ନିଜର ନିଆରା ଅନ୍ଦାଜ, କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିବା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ପୁଣି ଥରେ ଚର୍ଚ୍ଚାରେ। ରାଜଧାନୀ ଭୁବନେଶ୍ବରରୁ ନିଜ ନିର୍ବାଚନ ମଣ୍ଡଳୀ ନୟାଗଡ଼କୁ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି ମନ୍ତ୍ରୀ ଅରୁଣ।
![minister arun sahu, visited nayagarh, newly stated train, bhubaneswar, nayagarh, train, ମନ୍ତ୍ରୀ ଅରୁଣ ସାହୁ, ଟ୍ରେନ ଯାତ୍ରା](https://etvbharatimages.akamaized.net/etvbharat/prod-images/od-bbs-07-arunsahuvisitintrain-avo-7202263_23102019232851_2310f_1571853531_530.jpg)
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ