ETV Bharat / state

ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା: 3 ସାକ୍ଷୀ ସହ ଏକମାତ୍ର ଅଭିଯୁକ୍ତକୁ ନାବାଳକ ଦର୍ଶାଇଲା ଏସଆଇଟି

ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା । ଏସଆଇଟି ପକ୍ଷରୁ ଚିଲଡ୍ରେନ କୋର୍ଟରେ 482 ପୃଷ୍ଠାର ଚାର୍ଜସିଟ ଦାଖଲ । ଅଧିକ ପଢନ୍ତୁ...

jadupur pari murder case : SIT filed a 482-page charge sheet in the Children's Court
ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା : 3 ସାକ୍ଷୀ ସହ ଏକମାତ୍ର ଅଭିଯୁକ୍ତ ନାବାଳକ ଦର୍ଶାଇଲା ଏସଆଇଟି
author img

By

Published : Feb 17, 2021, 7:46 PM IST

ନୟାଗଡ: ଯଦୁପୁର ନାବାଳିକା ହତ୍ୟା ଦୁଷ୍କର୍ମ ମାମଲା l ଏସଆଇଟି ପକ୍ଷରୁ ଚିଲଡ୍ରେନ କୋର୍ଟରେ 482 ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି l ଚାର୍ଜସିଟରେ ହତ୍ୟାକାଣ୍ଡରେ ଏକମାତ୍ର ଅଭିଯୁକ୍ତ ନାବାଳକ ଥିବା ଦର୍ଶାଇଛି ଏସଆଇଟି l ଏହାଛଡ଼ା ନାବାଳିକାର ମୃତଦେହ ନଷ୍ଟକଲା ବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ ଦେଖିଥିବା ଦର୍ଶାଯାଇଛି l ଜୁଡ଼ିସିଆଲ ମ୍ୟାଜିଷ୍ଟେଟଙ୍କ ପାଖରେ ଯଦୁପୁର ଗାଁର 3 ବ୍ୟକ୍ତି ସାଖ୍ୟ ପ୍ରମାଣ ଦେଇ ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି l ଅଭିଯୁକ୍ତ ହତ୍ୟାକାଣ୍ଡ ସମ୍ପର୍କରେ ରିମାଣ୍ଡ ସମୟରେ ସ୍ବୀକାର କରିଥିବା ନେଇ ଅଡିଓ ଏବଂ ଭିଡ଼ିଓ ଦାଖଲ ହୋଇଛି l

ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା : 3 ସାକ୍ଷୀ ସହ ଏକମାତ୍ର ଅଭିଯୁକ୍ତ ନାବାଳକ ଦର୍ଶାଇଲା ଏସଆଇଟି

ନାବାଳିକାର ମୃତଦେହ ବ୍ୟବଛେଦ ରିପୋର୍ଟ ଓ ଏଫଏମଟି ରିପୋର୍ଟରେ ହତ୍ୟା ସମ୍ପର୍କରେ ସନ୍ଦେହ ଘେରରେ ରହିଥିବାରୁ, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ନେଇ ପ୍ରଶ୍ନ ଉଠିଛି l ଏବେ ଅଭିଯୁକ୍ତ ନାବାଳିକ ଅନୁଗୁଳ ବାଳ ସୁଧାର ଗୃହରେ ରହିଥିବା ବେଳେ ଆସନ୍ତା 19ରେ ଏଲଭିଏ ଟେଷ୍ଟ ପାଇଁ ଚିଲଡ୍ରେନ କୋର୍ଟରେ ହାଜର ହେବ l ଚାର୍ଜସିଟ ଦାଖଲ ପରେ ଏସଆଇଟି ପକ୍ଷରୁ ତଦନ୍ତ ସମାପ୍ତ ହୋଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ଓକିଲ ଅମୀୟ ପଟ୍ଟନାୟକ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.