ETV Bharat / state

ବସ ଧକ୍କାରେ ଆଖିବୁଜିଲେ ଯବାନ

author img

By

Published : Aug 17, 2022, 12:51 PM IST

ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ବସ ଧକ୍କାରେ ବାଇକ ଆରୋହୀ ଆଇଆରବି(IRB ) ଯବାନଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ବସ ଧକ୍କାରେ ଆଖିବୁଜିଲେ IRB ଯବାନ
ବସ ଧକ୍କାରେ ଆଖିବୁଜିଲେ IRB ଯବାନ

ନୟାଗଡ଼: ବସ ଧକ୍କାରେ ବାଇକ ଆରୋହୀ ଆଇଆରବି(IRB )ଯବାନଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ଅଶୋକ କୁମାର ପ୍ରଧାନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବସ ଧକ୍କାରେ ଆଖିବୁଜିଲେ IRB ଯବାନ

ସୂଚନା ଅନୁସାରେ, ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ରାଜ ସୁନାଖଳା କୁମାରୀ ଛକ ଠାରେ ଗତ ରାତିରେ ଘଟିଛି ଏହି ଦୁର୍ଘଟଣା l ଅଶୋକ ବାଇକରେ ବସିଥିବା ବେଳେ ତାଙ୍କର ସାଙ୍ଗ ବାଇକ ଚଳାଉଥିଲେ l ଉଭୟ ବୌଦ୍ଧରୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଏସଆରଟିସିର ବସ ବାଇକକୁ ଧକ୍କା ଦେଇଥିଲା । ଫଳରେ ବସର ଚକା ତଳେ ପଡି ଯାଇଥିଲେ ଅଶୋକ l ଘଟଣା ସ୍ଥଳରେ ଅଶୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ,ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.