ETV Bharat / state

ନୟାଗଡ଼ ଜିଲ୍ଲାରେ 242 କୋରୋନା ଆକ୍ରାନ୍ତ ଚି଼ହ୍ନଟ, 346 ସୁସ୍ଥ

ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏ ଯାଏଁ କୋରୋନାରେ 50 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : May 29, 2021, 9:18 PM IST

ନୟାଗଡ଼ ଜିଲ୍ଲାରେ 242 କୋରୋନା ଆକ୍ରାନ୍ତ ଚି଼ହ୍ନଟ, 346 ସୁସ୍ଥ
ନୟାଗଡ଼ ଜିଲ୍ଲାରେ 242 କୋରୋନା ଆକ୍ରାନ୍ତ ଚି଼ହ୍ନଟ, 346 ସୁସ୍ଥ

ନୟାଗଡ଼: ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଛି l ସେହିପରି ଅମାନିଆ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି l ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି 242 ଜଣ ନୂଆ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପାଖାପାଖି 3 ହଜାର ସକ୍ରିୟ ମାମଲା ରହିଥିବା ଜଣାଯାଇଛି l

ସେପଟେ ଜିଲ୍ଲାରୁ 346 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପରିସ୍ଥିତି ଜଟିଳ ହୋଇପଡ଼ୁଥିବା ଜଣାଯାଇଛି l ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l କରୋନାରେ ପ୍ରାୟ 50 ଜଣଙ୍କ ମୃତ୍ୟୁ ହେଲାଣି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.