ETV Bharat / state

ବିଦ୍ୟୁତ୍‌ କର୍ମଚାରୀଙ୍କୁ ମିଳୁନି ପ୍ରାପ୍ୟ, କଳାବ୍ୟାଚ ପିନ୍ଧି ଦେଲେ ଧାରଣା

ଜିଲ୍ଲାରେ ଠିକା ବିଦ୍ୟୁତ କର୍ମଚାରୀଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ । ବାରମ୍ବାର ଅଭିଯୋଗ ପରେ କେହି ନ ଶୁଣିବାରୁ ଏବେ ଧାରଣା ଦେଇଥିଲେ ବିଦ୍ୟୁତ କର୍ମଚାରୀ । ଆନ୍ଦୋଳନ ପରେ ଉପରିସ୍ଥ ଅଧିକାରୀ ମାନେ ପହଁଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । 6 ଦଫା ଦାବିରୁ 2ଟି ଦାବି ତୁରନ୍ତ ପୂରଣ କରିବା ସହ ଆଉ ୪ଟି ଦାବି ୧୫ ଦିନ ମଧ୍ୟରେ ପୂରଣ କରାଯିବ ବୋଲି ଉପରିସ୍ଥ ଅଧିକାରୀ ମାନେ ପ୍ରତିଶୃତି ଦେଇଛନ୍ତି l ଅଧିକ ପଢନ୍ତୁ

ବିଦ୍ୟୁତ କର୍ମଚାରୀଙ୍କୁ ମିଳୁନି ପ୍ରାପ୍ୟ, 6 ଦଫା ଦାବି ନେଇ କଳାବ୍ୟାଚ ପିନ୍ଧି ଦେଲେ ଧାରଣା

author img

By

Published : Jul 16, 2022, 8:08 AM IST

ନୟାଗଡ଼: ଜିଲ୍ଲାରେ ଠିକା ବିଦ୍ୟୁତ କର୍ମଚାରୀଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ । ବାରମ୍ବାର ଅଭିଯୋଗ ପରେ କେହି ନ ଶୁଣିବାରୁ ଶେଷରେ ଧାରଣା ଦେଇଛନ୍ତି ବିଦ୍ୟୁତ କର୍ମଚାରୀ l ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟ ଭିମରା ଠାରେ ଦଶପଲ୍ଲା ସବ ଡିଭିଜନର ଠିକା ବିଦ୍ୟୁତ କର୍ମଚାରୀ ମାନେ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରିଛନ୍ତି । 6 ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ବିଦ୍ୟୁତ କର୍ମଚାରୀ । ଫଳରେ ଲୋକେ ବିଦ୍ୟୁତ ସେବା ପାଇବାରେ ହଇରାଣ ହେଉଛନ୍ତି l

ବିଦ୍ୟୁତ କର୍ମଚାରୀଙ୍କୁ ମିଳୁନି ପ୍ରାପ୍ୟ, 6 ଦଫା ଦାବି ନେଇ କଳାବ୍ୟାଚ ପିନ୍ଧି ଦେଲେ ଧାରଣା

ଆନ୍ଦୋଳନ ପରେ ଉପରସ୍ଥ ଅଧିକାରୀ ମାନେ ପହଁଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି l 6 ଦଫା ଦାବିରୁ 2ଟି ଦାବି ତୁରନ୍ତ ପୂରଣ କରିବା ସହ ଆଉ ୪ ଟି ଦାବି ୧୫ ଦିନ ମଧ୍ୟରେ ପୂରଣ କରାଯିବ ବୋଲି ଉପରିସ୍ଥ ଅଧିକାରୀ ମାନେ ପ୍ରତିଶୃତି ଦେଇଛନ୍ତି l ଉପରିସ୍ଥ ଅଧିକାରୀମାନଙ୍କ ପ୍ରତିଶୃତି ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ନିବୃତ ରହିଛନ୍ତି l

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.