ETV Bharat / state

ପିଇବା ପାଣି ପାଇଁ ହନ୍ତସନ୍ତ ନବଘନପୁର ଗ୍ରାମବାସୀ

ନୟାଗଡ ଜିଲ୍ଲାର ଉପକଣ୍ଠ ନବଘନପୁର ଗ୍ରାମରେ ପାଣି ସମସ୍ୟା । ପିଇବା ପାଇଁ ପାଇଁ ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ଅଧିକ ପଢନ୍ତୁ...

ପିଇବା ପାଣି ପାଇଁ ହନ୍ତସନ୍ତ ନବଘନପୁର ଗ୍ରାମବାସୀ
ପିଇବା ପାଣି ପାଇଁ ହନ୍ତସନ୍ତ ନବଘନପୁର ଗ୍ରାମବାସୀ
author img

By

Published : May 12, 2021, 10:46 AM IST

ନୟାଗଡ଼: ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ l ନୟାଗଡ଼ ଜିଲ୍ଲା ସଦର ବ୍ଲକ ତଥା ନୟାଗଡ଼ ଉପକଣ୍ଠ ନବଘନପୁର ଗ୍ରାମରେ ଦୀର୍ଘଦିନ ଧରି ପାଇପ୍ ଅଚଳ ହୋଇଯିବା କାରଣରୁ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି l

ପିଇବା ପାଣି ପାଇଁ ହନ୍ତସନ୍ତ ନବଘନପୁର ଗ୍ରାମବାସୀ

ଫଳରେ ପିଇବା ପାଣି ପାଇଁ ଲୋକେ ଖରାରେ ୨ ରୁ ୩ କିମି ରାସ୍ତା ଚାଲି ଚାଲି ଯାଉଥିବା ବେଳେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କୌଣସି ସୁଫଳ ମିଳୁନଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ନବଘନପୁର ଗ୍ରାମବାସୀ ପାନୀୟ ଜଳର ବନ୍ଦୋବସ୍ତ କରିବାକୁ ବାରମ୍ବାର ଦାବି କରିଆସୁଛନ୍ତି କିନ୍ତୁ କେହି ଏହା ପ୍ରତି ଧ୍ୟାନ ଦେଉନାହାଁନ୍ତି l ଏହି ଜଳ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ଗ୍ରାମବାସୀ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.