ETV Bharat / state

ନୟାଗଡ଼ରେ ୧୬୧ ଜଣଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ଦେଲେ ମନ୍ତ୍ରୀ ଅରୁଣ ସାହୁ - ନୟାଗଡ଼ ପୈାର ପାଳିକା

ନୟାଗଡ଼ ପୈାର ପାଳିକା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ହିତାଧିକାରୀଙ୍କୁ ଆବାସ ବଣ୍ଟନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟଦେଶ ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ...

ନୟାଗଡ଼ରେ ୧୬୧ ଜଣଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ଦେଲେ ମନ୍ତ୍ରୀ ଅରୁଣ ସାହୁ

author img

By

Published : Mar 15, 2021, 1:44 PM IST

ନୟାଗଡ଼: ପୈାର ପାଳିକା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ହିତାଧିକାରୀଙ୍କୁ ଆବାସ ବଣ୍ଟନ କାର୍ଯ୍ୟକ୍ରମ। ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟଦେଶ ବଣ୍ଟନ କରିଛନ୍ତି ।

ନୟାଗଡ଼ରେ ୧୬୧ ଜଣଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ଦେଲେ ମନ୍ତ୍ରୀ ଅରୁଣ ସାହୁ

ପୈାର ପାଳିକାର ୭୪ ଜଣ ଭୂମି ଅଧିକାର ପ୍ରମାଣ ପତ୍ର ପାଇଥିବା ହିତାଧିକାରୀଙ୍କ ସମେତ ମୋଟ ୧୬୧ ଜଣଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l ଆବାସ ଯୋଜନାରେ ଲୋକଙ୍କୁ କିଭଳି ସୁବିଧା ଓ ସୁଯୋଗ ପ୍ରଦାନ କରାଯାଇପରିବ ସେ ଦିଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀ କହିଥିଲେ l

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ପୈାର କର୍ମଚାରୀ ଲକ୍ଷ୍ମୀଧର ମହାପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ । ତେବେ ପୈାର କର୍ମଚାରୀ ଗଜେନ୍ଦ୍ର ମହାରଣା ଏବଂ ରଞ୍ଜନ ମହାପାତ୍ରଙ୍କୁ ଉତ୍ତମ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.