ETV Bharat / state

ଆଦର୍ଶ ବିଦ୍ୟାଳୟ ପାଇଁ ସ୍ଥିତି ପରଖିଲେ ଦଶପଲ୍ଲା ବିଧାୟକ - ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ନୂଆଗାଁ ବ୍ଲକରେ ହେବାକୁ ଥିବା ନୂତନ ଆଦର୍ଶ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରିଛନ୍ତି ଦଶପଲ୍ଲା ବିଧାୟକ l କାର୍ଯ୍ୟର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

dasapalla mla visit
ଆଦର୍ଶ ବିଦ୍ୟାଳୟ ପାଇଁ ସ୍ଥିତି ପରଖିଲେ ଦଶପଲ୍ଲା ବିଧାୟକ
author img

By

Published : Nov 12, 2020, 4:43 AM IST

ନୟାଗଡ: ଆଦର୍ଶ ବିଦ୍ୟାଳୟ ପାଇଁ ସ୍ଥିତି ପରଖିଲେ ଦଶପଲ୍ଲା ବିଧାୟକ । ନୂଆଗାଁ ବ୍ଲକରେ ହେବାକୁ ଥିବା ନୂତନ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା l

ଆଦର୍ଶ ବିଦ୍ୟାଳୟ ପାଇଁ ସ୍ଥିତି ପରଖିଲେ ଦଶପଲ୍ଲା ବିଧାୟକ

ନୂତନ ଆଦର୍ଶ ବିଦ୍ୟାଳୟର ସ୍ଥିତି ପରଖିବା ସହ ଯଥା ଶୀଘ୍ର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଏବଂ କାର୍ଯ୍ୟର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହ ଦଶପଲ୍ଲା ବିଧାୟକ ଆଲୋଚନା କରିଛନ୍ତି l ଏହା ସହ ଏଠାରେ ଚାଲିଥିବା ସମତୁଲ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ କହିଥିଲେ l ବିଧାୟକଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାମଲ,ନୂଆଗାଁ ପିଡବ୍ଲୁଡି କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ଧୀର୍ ପ୍ରମୁଖ ଉପସ୍ଥିତ ଥିଲେ l ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ରହି ଶିକ୍ଷା କ୍ଷେତ୍ରରେ ଆଦର୍ଶ ବିଦ୍ୟାଳୟର ଗୁରୁତ୍ବ ରହିଥିବାରୁ ଏହାକୁ ଶୀଘ୍ର ସାରିବାକୁ ଆଲୋଚନା କରାଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.