ETV Bharat / state

ନୟାଗଡ଼ରେ ଖସୁନି କୋରୋନା ଗ୍ରାଫ, ଆଜି 243 ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଆଜି ଚିହ୍ନଟ ହେଲେ ଆଉ 243 ଜଣ ନୂଆ ଆକ୍ରାନ୍ତ । ଅଧିକ ପଢନ୍ତୁ...

ନୟାଗଡ଼ରେ ଖସୁନି କୋରୋନା ଗ୍ରାଫ, ଆଜି 243 ଆକ୍ରାନ୍ତ ଚିହ୍ନଟ
ନୟାଗଡ଼ରେ ଖସୁନି କୋରୋନା ଗ୍ରାଫ, ଆଜି 243 ଆକ୍ରାନ୍ତ ଚିହ୍ନଟ
author img

By

Published : Jun 5, 2021, 9:52 PM IST

ନୟାଗଡ଼: ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି 243 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପ୍ରାୟ 26 ଶହ ସକ୍ରିୟ ମାମଲା ରହିଥିବା ଜଣାଯାଇଛି ।

ନୟାଗଡ଼ରେ ଖସୁନି କୋରୋନା ଗ୍ରାଫ, ଆଜି 243 ଆକ୍ରାନ୍ତ ଚିହ୍ନଟ
ନୟାଗଡ଼ରେ ଖସୁନି କୋରୋନା ଗ୍ରାଫ, ଆଜି 243 ଆକ୍ରାନ୍ତ ଚିହ୍ନଟ

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭାପୁର ବ୍ଲକରୁ 24, ଦଶପଲ୍ଲାରୁ 56, ଗଣିଆରୁ 3, ଖଣ୍ଡପଡାରୁ 22, ନୟାଗଡ଼ରୁ 31, ନୂଆଗାଁରୁ 27 ଏବଂ ଓଡଗାଁରୁ 26, ରଣପୁରରୁ 32ଏବଂ ଜିଲ୍ଲା ବାହାରୁ ଏବଂ ନୟାଗଡ଼ ଏନଏସିରୁ 22 ଜଣ ଚି଼ହ୍ନଟ ହୋଇଛନ୍ତି । ଅନ୍ଯ ପଟେ ଜିଲ୍ଲାରେ ସଂକ୍ରମଣ ହାର ବୃଦ୍ଧି ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୁପ ଭାବେ ବଢିବାରେ ଲାଗିଛି । ସେହିପରି ଅମାନିଆ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଯଥେଷ୍ଟ ଆଶଙ୍କା ସୃଷ୍ଟି କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.