ETV Bharat / state

ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା

author img

By

Published : Jan 18, 2021, 5:35 PM IST

ଦୁଇ ମାସ ଧରି ପ୍ରାପ୍ୟ ନମିଳିବା ନେଇ ଠିକା ସଂସ୍ଥା ବିରୋଧରେ ଆନ୍ଦୋଳନ । ନୟାଗଡ଼ ବିଦ୍ୟୁତ ଡିଭିଜନର କର୍ମଚାରୀଙ୍କ ଚାଲିଛି ଧାରଣା । ଅଧିକ ପଢନ୍ତୁ..

contractual electricians strike in nayagarh
ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା

ନୟାଗଡ଼ : ଠିକା ସଂସ୍ଥା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନୟାଗଡ଼ ବିଦ୍ୟୁତ ଡିଭିଜନର କର୍ମଚାରୀ । ଦୁଇ ମାସ ଧରି ପ୍ରାପ୍ୟ ନ ମିଳିବା, ସ୍ବଳ୍ପ ଦରମାରେ ଡ୍ୟୁଟି ସମୟରୁ ଅଧିକ ସମୟ କାର୍ଯ୍ୟ କରିବା ନେଇ କର୍ମଚାରୀଙ୍କୁ ବାଧ୍ୟ କରିବା ପ୍ରତିବାଦରେ ବିକ୍ଷୋଭ କରାଯାଇଛି ।

ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା

ଏନେଇ ସମ୍ପୃକ୍ତ ଠିକା ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଦ୍ୟୁତ କର୍ମଚାରୀ ଧାରଣାରେ ବସିଛନ୍ତି । ଆଗାମୀ ଦିନରେ ଦାବି ପୁରଣ ନ ହେଲେ କାର୍ଯ୍ୟବନ୍ଦ କାରାଯିବ ବୋଲି ଚେତାବନୀ ଦିଆଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.