ETV Bharat / state

BJD ଗୋଷ୍ଠୀ କନ୍ଦଳ ତୀବ୍ର; ବ୍ଲକ ଉପାଧ୍ୟକ୍ଷଙ୍କୁ ପିଟିଲେ ଅଧକ୍ଷାଙ୍କ ସ୍ବାମୀ - ନୟାଗଡ ବିଜେଡି ଗୋଷ୍ଠୀ କନ୍ଦଳ ଟ

ପୁଣି ସାମ୍ନାକୁ ଆସିଲା ନୟାଗଡ ବିଜେଡି କନ୍ଦଳ । ବ୍ଲକ ଉପାଧ୍ୟକ୍ଷଙ୍କୁ ପିଟିଲେ ଅଧକ୍ଷାଙ୍କ ସ୍ବାମୀ । ଜିଲ୍ଲାର ଦଶପଲ୍ଲା ବ୍ଲକ ସ୍ଥାନୀୟ କ୍ଷମତାଶାଳୀ ବିଜେଡି ନେତା ତଥା ବ୍ଲକ ଅଧକ୍ଷାଙ୍କ ସ୍ବାମୀ ଉପେନ୍ଦ୍ର ସାହୁ ପୁଣି ଥରେ ଦଶପଲ୍ଲା ବ୍ଲକ ପରିସରରେ ବ୍ଲକ ଉପାଧ୍ୟକ୍ଷ ବସନ୍ତ ସାହୁଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ସଂଗୀନ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Nayagarh
Nayagarh
author img

By

Published : Nov 25, 2021, 8:34 PM IST

ନୟାଗଡ: ପୁଣି ସାମ୍ନାକୁ ଆସିଲା ନୟାଗଡ ବିଜେଡି କନ୍ଦଳ । ବ୍ଲକ ଉପାଧ୍ୟକ୍ଷଙ୍କୁ ପିଟିଲେ ଅଧକ୍ଷାଙ୍କ ସ୍ବାମୀ । ଜିଲ୍ଲାର ଦଶପଲ୍ଲା ବ୍ଲକ ସ୍ଥାନୀୟ କ୍ଷମତାଶାଳୀ ବିଜେଡି ନେତା ତଥା ବ୍ଲକ ଅଧକ୍ଷାଙ୍କ ସ୍ବାମୀ ଉପେନ୍ଦ୍ର ସାହୁ ପୁଣି ଥରେ ଦଶପଲ୍ଲା ବ୍ଲକ ପରିସରରେ ବ୍ଲକ ଉପାଧ୍ୟକ୍ଷ ବସନ୍ତ ସାହୁଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି ।

ଯାହାକୁ ନେଇ ଉପାଧ୍ୟକ୍ଷ ବସନ୍ତ ସାହୁଙ୍କ ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିବା ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି l ସୂଚନା ଅନୁସାରେ, ବ୍ଲକରେ 15 ପ୍ରତିଶତ ଅଧିକ PC କାରବାର ଓ ଫଲସ ବିଲ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ଧମକାଇଵା ସହ ବ୍ଲକରେ ଗୁଣ୍ଡାରାଜ ଚଳାଇ ଆସୁଥିବା ନେଇ ପୂର୍ବରୁ ବ୍ଲକର ପୂର୍ବତନ ବିଡିଓ ଦେବି ପ୍ରସାଦ ମହାନ୍ତି ଉପେନ୍ଦ୍ରଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲେ I

ଯାହାକୁ ନେଇ ଉପାଧ୍ୟକ୍ଷ ବସନ୍ତ ସାହୁଙ୍କ ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିବା ସହ ଏନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି l ସୂଚନା ଅନୁସାରେ, ବ୍ଲକରେ 15 ପ୍ରତିଶତ ଅଧିକ PC କାରବାର ଓ ଫଲସ ବିଲ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ଧମକାଇଵା ସହ ବ୍ଲକରେ ଗୁଣ୍ଡାରାଜ ଚଳାଇ ଆସୁଥିବା ନେଇ ପୂର୍ବରୁ ବ୍ଲକର ପୂର୍ବତନ ବିଡିଓ ଦେବି ପ୍ରସାଦ ମହାନ୍ତି ଉପେନ୍ଦ୍ରଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲେ ।

ଯାହାକୁ ନେଇ ଉପେନ୍ଦ୍ରଙ୍କ ଗିରଫ ଦାବି ସହ ବ୍ଲକରେ ଉପେନ୍ଦ୍ରଙ୍କ ଗୁଡାରାଜ ହଟାଇବାକୁ ଧରଣାରେ ବସିଥିଲେ ବ୍ଲକ ଉପାଧ୍ୟକ୍ଷ ବସନ୍ତ ସାହୁ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.