ETV Bharat / state

ନୟାଗଡ଼ରେ ବିଜେପି ସହ ପ୍ରଭାରୀ ବିଜୟ ଲାଲ ସିଂ ତୋମାର - BJP deputy in-charge

ନୟାଗଡ଼ରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟ ଲାଲ ସିଂ ତୋମାର । ବିଜେପି ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ତୋମାର । ଅଧିକ ପଢନ୍ତୁ...

ନୟାଗଡ଼ରେ ବିଜେପି ସହ ପ୍ରଭାରୀ ବିଜୟ ଲାଲ ସିଂ ତୋମାର

author img

By

Published : Mar 5, 2021, 7:40 PM IST

ନୟାଗଡ଼: ନୟାଗଡ଼ରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟ ଲାଲ ସିଂ ତୋମାର । ବିଜେପି ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ତୋମାର ।ନୟାଗଡ଼ ନୀଳମାଧଵ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଙ୍ଗଠନିକ ବୈଠକରେ ବିଜେପି ନେତ୍ରୀ ଇରାନୀ ରାୟ, ପୂର୍ଣ୍ଣଚନ୍ଦ୍ର ନାୟକ, ଲେଖାଶ୍ରୀ ସମନ୍ତସିଂହାର ପ୍ରମୁଖ ଯୋଗ ଦେଇଛନ୍ତି । ଦଳର ତୃଣମୂଳ ସ୍ତରର ନେତୃବୃନ୍ଦଙ୍କୁ ସାଙ୍ଗଠନିକ ମନ୍ତ୍ର ଦେଇଛନ୍ତି ତୋମାର ।

ନୟାଗଡ଼ରେ ବିଜେପି ସହ ପ୍ରଭାରୀ ବିଜୟ ଲାଲ ସିଂ ତୋମାର

ତେବେ ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳାର ବିପର୍ଯ୍ୟସ୍ତ ପରିସ୍ଥିତିକୁ ନେଇ ଘେରିଛନ୍ତି ତୋମାର । ପିଏମ କିଷାନ ଯୋଜନାରେ ରାଜ୍ୟ ସରକାର ଲ୍ୟାଣ୍ଡ ସର୍ଭେ ରିପୋର୍ଟ କରୁ ନଥିବାରୁ କେନ୍ଦ୍ର ସରକାରଙ୍କୁ ଅସହଯୋଗ କରୁଥିବା କହିଛନ୍ତି ତୋମାର । ପୁଣି ନୟାଗଡ଼ର ଏକମାତ୍ର କୃଷି ଭିତ୍ତିକ ଶିଳ୍ପ ଚିନିକଳ ପ୍ରସଙ୍ଗ ଆଦିରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ତୋମାର ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.