ETV Bharat / state

ନାବାଳିକାକୁ ଅପହରଣ, 3ଦିନ ପରେ ବି ପୋଲିସ ହାତ ଖାଲି

ନୟାଗଡ ଚାନ୍ଦପୁର ଥାନା ଅଞ୍ଚଳରେ ଟଙ୍କା ପ୍ରଲୋଭନ ଦେଖାଇ ଜଣେ 8 ବର୍ଷୀୟା ନାବାଳିକାକୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏପଟେ ତଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ଅଭଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Jul 9, 2019, 9:08 PM IST

ନୟାଗଡ: ଚାନ୍ଦପୁର ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗରର ଜଣେ 8 ବର୍ଷୀୟା ଝିଅକୁ ଅପହରଣ ଅଭିଯୋଗ । ଅପହରଣ ହୋଇଥିବା ନାବାଳିକା ଜଣଙ୍କ ହେଲେ ରାଜେଶ ଚୌଧୂରୀଙ୍କ ଝିଅ ମିତାଲି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସୂଚନାମୁତାବକ, ମିତାଲି ଓ ତାର ସମ୍ପର୍କୀୟ ଭାଇ ଖେଳୁଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ଟଙ୍କା ଦେବା ପ୍ରଲୋଭନ ଦେଖାଇ ଅପହରଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ବାପା ରାଜେଶ ଚୌଧୂରୀ । ହେଲେ ଏହା ମଧ୍ୟରେ 3 ଦିନ ବିତିଯାଇଥିଲେ ମଧ୍ୟ ମିତାଲିର କୌଣସି ଟେର ପାଉନି ପୋଲିସ ।

ଅନ୍ୟପଟେ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଚାନ୍ଦପୁର ଥାନାଧିକାରୀ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ଯାଜପୁର ପୋଲିସକୁ ବଡ଼ ସଫଳତା। କାର ଯୋଗେ କଲିକତା ଅଭିମୁଖେ ଗଞ୍ଜେଇ ଚୋର ଚାଲାଣ ହେଉଥିବା ବେଳେ ଯାଜପୁର ପୋଲିସ କାବୁ କରିବାରେ ସକ୍ଷମ ହୋଇଛି। ପାଣିକୋଇଲି ଟୋଲ ଗେଟ ନିକଟରୁ 1 କୁଇଣ୍ଟାଲ ଗଂଜେଇ ଜବତ ହୋଇଛି। ଏହି ଚାଲାଣରେ ସମ୍ପୃକ୍ତ 2 ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନେ ହେଲେ ମୁର୍ଷିଦାବାଦ ଅଞ୍ଚଳର ସୋହେଲ ରଣା ଏବଂ ଶେଖ ସହାରଲୁ। ସେମାନଙ୍କ ନିକଟରୁ ଗୋଟିଏ କାର , 3ଟି ମୋବାଇଲ ଫୋନ , ନଗଦ ଟଙ୍କା ଓ ଏଟିଏମ କାର୍ଡ ଜବତ ହୋଇଛି। ତେବେ ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇ ମାଲକାନଗିରି ଜିଲ୍ଲାରୁ କଲିକତା ଅଭିମୁଖେ ଯାଉଥିବା ଜଣା ପଡ଼ିଛି । ଏହି ଘଟଣାରେ ଆନ୍ତରାଜ୍ୟ ରାକେଟର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ତଦନ୍ତ କରାଯାଉଛି। ବୋଲି ପାଣିକୋଇଲି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଯାଜପୁର ଏସ ପି ଚରଣ ସିଂ ମିନା।

Body:new

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.