ETV Bharat / state

ଯବାନଙ୍କୁ କାନ୍ଧ ଦେଲେ ଉମରକୋଟ ବିଧାୟକ

ଯବାନଙ୍କ ମରଶରୀର କାନ୍ଧେଇଲେ ବିଧାୟକ । ସଡକ ଦୁର୍ଘଟଣାରେ ମୃତ ଏସଓଜି ଯବାନ ଶତ୍ରୁଘ୍ନ ଗଣ୍ଡଙ୍କୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କାନ୍ଧେଇଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Aug 27, 2019, 8:35 PM IST

ନବରଙ୍ଗପୁର: ଯବାନଙ୍କ ମରଶରୀର କାନ୍ଧେଇଲେ ବିଧାୟକ । ସଡକ ଦୁର୍ଘଟଣାରେ ମୃତ ଏସଓଜି ଯବାନ ଶତ୍ରୁଘ୍ନ ଗଣ୍ଡଙ୍କୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କାନ୍ଧେଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଭୁବନେଶ୍ବରକୁ ତାଲିମ ପାଇଁ ଯାଇଥିବା ଶତ୍ରୁଘ୍ନଙ୍କର ମୋଟର ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଆଜି(ମଙ୍ଗଳବାର) ତାଙ୍କର ମରଶରୀର ରାଇଘର ବ୍ଲକ ଛେଡିଡଙ୍ଗରୀ ଗ୍ରାମ ପଞ୍ଚାୟତ ଚିଙ୍ଗିଡିଭଟା ଠାରେ ପହଞ୍ଚିଥିଲା । ତେବେ ତାଙ୍କର ଶେଷ ଦର୍ଶନ କରିବା ଲାଗି ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ସମୟରେ ଶଶ୍ମାନ ପର୍ଯ୍ୟନ୍ତ ମରଶରୀରକୁ କାନ୍ଧେଇ ନେଇଥିଲେ ବିଧାୟକ ।

ସୂଚନା ଥାଉକି, 2013 ମସିହା ଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରିଥିଲେ ଶତ୍ରୁଘ୍ନ ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

Intro:ଯବାନ ଙ୍କୁ କାନ୍ଧ ଦେଲେ ବିଧାୟକ
Anchor-
ଭୁବନେଶ୍ୱର କୁ ତାଲିମ ପାଇଁ ଯାଇଥିବା SOG ଯଵାନ ଶତ୍ରୁଘ୍ନ ଗଣ୍ଡ ମୋଟର ସାଇକେଲ ଦୁର୍ଘଟଣାରେ ମତ୍ୟୁ ପରେ ଆଜି ତାଙ୍କ ମର ଶରୀର ରାଇଘର ବ୍ଲକ ଛେଡିଡଙ୍ଗରୀ ଗ୍ରାମ ପଞ୍ଚାୟତ ଚିଙ୍ଗିଡିଭଟା ଠାରେ ପହଞ୍ଚିଲା ଯବାନ ଙ୍କ ଶେଷ ଦରଶନ ସକାଶେ ଆଖ ପାଖ ଅଞ୍ଚଳ ର ଶତାଧିକ ଲୋକଙ୍କ ସମାବେଶ ହୋଇଥିଲା ବୀର ଯବାନ ଙ୍କୁ ଶେଷ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଶତ୍ରୁଘ୍ନ ଙ୍କ ଶବ କୁ କାନ୍ଧେଇ ସସ୍ମାନ୍ ପର୍ଯ୍ୟନ୍ତ ନେଇଥିଲେ ବିଧାୟକ ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ।ଏଠାରେ ସୂଚନା ଯୋଗ୍ୟ ଯେ ରାଇଘର ବ୍ଲକ ଅନ୍ତର୍ଗତ ଛେଳିଡଙ୍ଗରୀ ଗ୍ରାମ ପଞ୍ଚାୟତ ଚିଙ୍ଗିଡିଭାଟା ଗ୍ରାମ ର ଶତ୍ରୁଘନ ଗଣ୍ଡ SOG ଯବାନ ଭାବେ ୨୦୧୩ ମସିହା ଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳ ରେ କାର୍ଯ୍ୟ କରିଥିଲେ ଗତ ଜୁନ ଏକ ତାରିଖ ରୁ ତାଲିମ ପାଇଁ ଭୁବନେଶ୍ୱର ରେ ଥିଲେ ମଟର ସାଇକେଲ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣା ଘଟି ମୁର୍ତୁଵରଣ କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.