ETV Bharat / state

ନବରଙ୍ଗପୁରରେ ପାଳିତ ହେଲା ସ୍ବାୟତ୍ତ ଶାସନ ଦିବସ

author img

By

Published : Aug 31, 2019, 8:23 PM IST

ନବରରଙ୍ଗପୁରରେ ପାଳିତ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଦିବସ ଅବସରରେ ସହରରେ ପୌରପାଳିକା ତରଫରୁ ଏକ ଅଳିଆ ଆବର୍ଜନା ଫିଲ୍ଟର ମେସିନ ଲଗାଯିବ।

ଫଟୋ ସୌଜନ୍ୟ: ପ୍ରତିନିଧି, ନବରଙ୍ଗପୁର

ନବରରଙ୍ଗପୁର: ଜିଲ୍ଲାର ପୌରପାଳିକା ପରିସରରେ ପାଳିତ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ ନବରଙ୍ଗପୁର ସହରର ଉନ୍ନତି ଓ ଏହାକୁ ପ୍ଲାଷ୍ଟିକ ମୁକ୍ତ ସହର ରୂପେ ଗଢିବା ପାଇଁ ଆଲୋକପାତ କରାଯାଇଛି ।

ତେବେ ନବରରଙ୍ଗପୁରର ପୌରପାଳିକା ତରଫରୁ ଏକ ଅଳିଆ ଆବର୍ଜନା ଫିଲ୍ଟର ମେସିନ ଲଗାଯିବ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ ବୋଲି ନବରଙ୍ଗପୁର ଜିଲ୍ଲାପାଳ କହିଛନ୍ତି । ପରେ ପରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ମଧୁବାବୁ ପେନସନ ଯୋଜନାରେ ବି ସାମିଲ କରାଯିବ। ଏହାସହ ବିଧାୟକ ପାଣ୍ଠିରୁ ନବରଙ୍ଗପୁର ସହରରେ ୩ଟି ଶୌଚାଳୟ କରାଯିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନବରଙ୍ଗପୁର

ଏହି ଦିବସ ଉପଲକ୍ଷେ ସହର କିଛି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବି ଦିଆଯାଇଥିଲା । ଏହି କର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ନବରରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ , ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ପୌର କାର୍ଯ୍ୟନିବାହୀ ଅଧିକାରୀ ଓ ସହରର ବରିଷ୍ଠ ବୁଦ୍ଧିଜୀବୀ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ସ୍ୱାୟତ ଶାସନ ଦିବସ ପାଳିତ ।
ଫର୍ମାଟ - ଏଭିଓ, ୩୧/୦୮/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------------
ଅାଙ୍କର- ନବରରଙ୍ଗପୁର ପୌରପାଳିକା ପରିସର ରେ ସ୍ୱାୟତ ଶାସନ ଦିବସ ପାଳିତ କରାଯାଇଛି ।ନବରରଙ୍ଗପୁର ସହରର ଉନ୍ନତି କେମିତି ହେବ ତାହାର ଆଲୋକ ପାଠ କରିଥିଲେ ।ସହର ମଧ୍ୟରେ ଅଳିଆ ଆବର୍ଜନା ପୌରପାଳିକା ଗାଡି ପକାଇବା ସହତ ନବରରଙ୍ଗପୁର ପିଲାଷ୍ଟିକ ମୁକ୍ତ ସହର ରୁପେ ଗଡିବ ନବରରଙ୍ଗପୁର ସହରକୁ ।ପ୍ରଥମେ ପୌରପାଳିକା ରେ ଜାତୀୟ ପତାକା ଉତ୍କଳନ କରିଥିଲେ ଜିଲ୍ଲାପାଳ ।ଏହି କର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ, ନବରରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନ ,ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ,ପୂର୍ବତନ ନଗରପାଳ ପଲ୍ଲାଦ ତ୍ରିପାଠୀ ,ପୌର କାର୍ଯ୍ୟନିବାହୀ ଅଧିକାରୀ,Dipro ଉପସ୍ଥିତ ଥିଲେ, ନବରରଙ୍ଗପୁର ଜିଲ୍ଲାପାଳ କହିଛନ୍ତି ନବରରଙ୍ଗପୁର ସହରରେ ଦୁଇଟି ବାଇପାସ ରାସ୍ତା ନିର୍ମାଣ କରାଯିବ ଓ ନବରରଙ୍ଗପୁର ରେ ଜଳ, ଶିକ୍ଷା, ବିଜୁଳି ଉପରେ ଗୁରୁତ୍ୱ ଦିଆଯିବ । ନବରରଙ୍ଗପୁରରେ ଏକ ପୌରପାଳିକା ତରଫରୁ ଏକ ଓଳିଆ ଆବର୍ଜନା ଫିଲ୍ଟେର ମିଶିନ ଲଗାଯିବ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚହେବ ବୋଲି କହିଛନ୍ତି ଜିଲ୍ଲାପାଳ । ୬୦ ବର୍ଷରୁ ଉର୍ଦ୍ଧ ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ବି ସାମିଲ କରାଯିବ ।ନବରରଙ୍ଗପୁର ସହରରେ ମଧ୍ୟରେ ୩ଟି ପାଇଖାନା କରାଯିବ ବିଧାୟକ ପାଣ୍ଟିରୁ ।ସହର ର ବିଭିନ୍ନ ଉନ୍ନୟନ କାମ କରାଯିବ ବୋଲି କହିଛନ୍ତି । ନବରରଙ୍ଗପୁର ସହର ବିଦ୍ୟାଳୟ ର କିଛି ଛତ୍ର ଛାତ୍ରୀ ମାନେଙ୍କ ପୁରୁସ୍କାର ବି ଦେଇଥିଲେ ।ଏହି କର୍ଯ୍ୟକ୍ରମରେ ସହରର ବୁଦ୍ଧିଯିବି ମାନେ ଉପସ୍ଥିତ ଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.