ETV Bharat / state

ଭୋଟ ଗଣତି ପୂର୍ବରୁ ନବରଙ୍ଗପୁରରେ ସୁରକ୍ଷା କଡ଼ାକଡ଼ି

ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ନିର୍ବାଚନୀ ଫଳାଫଳ । ଏଥିଲାଗି ନବରଙ୍ଗପୁରରେ ଭୋଟ ଗଣନା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

author img

By

Published : May 22, 2019, 11:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାତି ପାହିଲେ ଭୋଟ ଗଣତି ଆରମ୍ଭ ହେବ । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ବିଶେଷ କରି ଗଣତି କେନ୍ଦ୍ର ଏବଂ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ପ୍ରଥମ ଥର ଲାଗି ଟିର୍ଲିଆମ୍ଭଗୁଡା ମଡେଲ ଡିଗ୍ରୀ କଲେଜରେ ଗୋଟିଏ ଲୋକସଭା ଓ 4 ବିଧାନସଭା ଆସନ ଲାଗି ଭୋଟ ଗଣତି କରାଯିବ । ଏଠାରେ ଭିଭିପାଟ ଓ ଇଭିଏମ ଗୁଡିକୁ ସୁରକ୍ଷିତ ଭାବେ ରଖାଯାଇଥିବା ବେଳେ ଗଣତି ପାଇଁ 4ଟି ହଲ୍ ବ୍ୟବସ୍ଥା କରାଯାଇଛି । ପ୍ରତି ହଲ୍‌ରେ 14ଟି ଟେବୁଲ ହିସାବରେ ମୋଟ 56ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ସକାଳ 8ଟାରୁ ଗଣତି ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଗଣତି ସମୟରେ ହଲ ଭିତରକୁ ମୋବାଇଲ, କ୍ୟାମେରା ଭଳି ଇଲେକ୍ଟ୍ରୋନିକ୍ସ ସରଞ୍ଜାମ ନେବା ଉପରେ ବାରଣ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ 9 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଏସପି ନୀତିନ କୁଳସେକର ଜଣାଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:() ଆସନ୍ତାକାଲି କଂଗ୍ରେସ ଉପାଧ୍ୟକ୍ଷା ଡାକିଥିବା ବୈଠକରେ ଯୋଗ ଦେବେ କି ନବୀନ ? ସମଦୁରତ୍ୱ ବଜାୟ ରଖିବେ ନା ଏନଡିଏ କୁ ଭିତିରି ସମର୍ଥନ ଦେବେ ? ସରକାର ଗଠନ କରିବାକୁ ଶକ୍ତି ଗୋଟାଉଥିବା ଉପା ସବୁ ଆଞ୍ଚଳିକ ଦଳକୁ ଡାକିଛି। ଏକଜିଟ ପୋଲ ପରେ ଏବେ ନବୀନ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ମାପିଚୁପି ନିଷ୍ପତି ଶୁଣାଇ ପାରନ୍ତି ବିଜେଡି ମଙ୍ଗୁଆଳ। କଂଗ୍ରେସ କହିଛି, ବୈଠକରେ ନବୀନ ଯୋଗ ଦେଇନପରନ୍ତି। କାହିଁକି ନା ବିଜେଡିର ସମଦୂରତ୍ୱ ଉଠି ଯାଇଛି। କେନ୍ଦ୍ରରେ ଯିଏ ସରକାର ଗଠନ କରିବ ବିଜେଡି ତା ସହିତ ରହିବ। ବିଜେଡି ଏନେଇ ନବୀନଙ୍କ ଉପରେ ଛାଡିଛି।

Body:ନିରଂଜନ ପଟ୍ଟନାୟକ, ପିସିସି ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.