ETV Bharat / state

ବନ୍ଧୁକ ଫ୍ୟାକ୍ଟ୍ରିରେ ଚଢାଉ: ଜଣେ ଗିରଫ, ଦୁଇଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ଜବତ - ବନ୍ଧୁକ ଫ୍ୟାକ୍ଟ୍ରିରେ ଚଢାଉ

ନବରଙ୍ଗପୁର ଜିଲ୍ଲାର ରାଇଘର ପୋଲିସକୁ ମିଳିଛି ବଡ଼ ସଫଳତା । କୌଣସି ସୂତ୍ରରୁ ଖବର ପାଇ ରାଇଘର ପୋଲିସ ରାଇଘର ଥାନା ଅନ୍ତର୍ଗତ ହାତିଗାଁ ପଞ୍ଚାୟତର ମାଣ୍ଡିଆ ବେଡା ଗ୍ରାମରେ ଚଢାଉ କରିଥିଲା । ଅଧିକ ପଢନ୍ତୁ...

ବନ୍ଧୁକ ଫ୍ୟାକ୍ଟ୍ରିରେ ଚଢାଉ: ଜଣେ ଗିରଫ, ଦୁଇଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବହୁ ସାମଗ୍ରୀ ଜବତ

author img

By

Published : Jul 4, 2021, 7:20 AM IST

ନବରଙ୍ଗପୁର: ଜିଲ୍ଲାର ରାଇଘର ପୋଲିସକୁ ମିଳିଛି ବଡ଼ ସଫଳତା । କୌଣସି ସୂତ୍ରରୁ ଖବର ପାଇ ରାଇଘର ପୋଲିସ ରାଇଘର ଥାନା ଅନ୍ତର୍ଗତ ହାତିଗାଁ ପଞ୍ଚାୟତର ମାଣ୍ଡିଆ ବେଡା ଗ୍ରାମରେ ଚଢାଉ କରିଥିଲା ।

ବନ୍ଧୁକ ଫ୍ୟାକ୍ଟ୍ରିରେ ଚଢାଉ: ଜଣେ ଗିରଫ, ଦୁଇଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବହୁ ସାମଗ୍ରୀ ଜବତ

ଏଥିରେ ସଂଗ୍ରାମ ଲୋହାରା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ତାଙ୍କ ଘରୁ ଦୁଇଟି ଅର୍ଦ୍ଧ ନିର୍ମିତ କାଠ ବନ୍ଧୁକ ସହ 6 ଟି ବେରେଲ୍ ପାଇପ୍, ଟ୍ରିଗର 6ଟି, 4ଟି ସେଫ୍ଟୁ ଲୋକ୍, ଚାରିଟି ହାତୁଡ଼ି ସହ ଦୁଇଟି କି-ପେଡ ମୋବାଇଲ ଜବତ କରାଯାଇଛି । ଏନେଇ ରାଇଘର ଥାନାରେ କେସ ନମ୍ବର 127/21ରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏକ ପ୍ରେସମିଟ୍ ମାଧ୍ୟମରେ ଉମରକୋଟ SDPO ଦିନେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.