ETV Bharat / state

ନିମ୍ନମାନର ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ - protest for road in navarangpur

ନିମ୍ନମାନର ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଉନ୍ନତମାନର କାମ ହୋଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଗକୁ ପଢନ୍ତୁ...

ନିମ୍ନମାନର ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ
author img

By

Published : Nov 13, 2019, 12:00 AM IST

ନବରଙ୍ଗପୁର: ଗାଁର ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଠିକାଦାର ଓ ଯନ୍ତ୍ରୀର ମଧୁଚନ୍ଦ୍ରିକା ଯୋଗୁଁ ଉନ୍ନତମାନର କାମ ହୋଇ ପାରୁନାହିଁ । ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରୁ ।

ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ନବରଙ୍ଗପୁର ପକ୍ଷରୁ ଚନ୍ଦ୍ରପୁର ଗ୍ରାମରେ ନୂତନ କଂକ୍ରିଟ ଖଳା ନିର୍ମାଣ ଯୋଜନା ପାଇଁ ଅଟକଳ ୭ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ହୋଇଛି। ହେଲେ ଗ୍ରାମବାସୀ ଏନେଇ ଅଭିଯୋଗ କରିଛନ୍ତି ଠିକା କର୍ମଚାରୀ କିଭଳି ଭାବରେ ନିମ୍ନ ମାନର କାମ କରିଛନ୍ତି । ଭଲ କାମ ପାଇଁ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀକୁ ଗ୍ରାମବାସୀ କହିଥିଲେ କିନ୍ତୁ କେହି ଶୁଣିନଥିଲେ ।

ଖୋଲା ନିର୍ମାଣ ପାଇଁ ପ୍ରଥମେ କମ ଗାତ କରି ଚାରିପଟୁ ୱାଲ କରିଥିଲେ। ସେଠାରେ ଛୋଟ ପଥର ନ ଦେଇ ବଡ ବଡ଼ ପଥର ଦେଇଥିଲେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କିଏ ଶୁଣୁନଥିଲେ। କମ ପରିମାଣରେ ସିମେଣ୍ଟ ପଡ଼ିବା ଦ୍ଵାରା ବର୍ଷାରେ ଧୋଇ ହୋଇ ପଥର ବାହାରି ପଡିଛି। ଯାହା ଦ୍ବାରା କି ତାହା କାମରେ ଲାଗି ପାରୁନାହିଁ।

ନିମ୍ନମାନର ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ

ଏହାସହ ଗାତ ଖୋଳିବା ପରେ ଚାରିପଟେ ଲୁହାଛଡ ବାନ୍ଧି ସିମେଣ୍ଟ କଂକ୍ରିଟ କରିବା କଥା । ସେହି ପରିମାଣରେ ଲୁହାଛଡ଼ କିମ୍ବା ସିମେଣ୍ଟ ଖର୍ଚ୍ଚ ହୋଇନାହିଁ। ନିୟମ ଅନୁଯାୟୀ ଗାତରେ ବାଲି ଦେଇ ଭର୍ତ୍ତି କରିବାଥିଲା । ବାଲି ଜାଗାରେ ମାଟି ଭର୍ତି କରାଯାଇଛି।

ସରକାରୀ ନିୟମ ଅନୁଯାୟୀ କାମ ହୋଇନାହିଁ । ଏବେ ପ୍ରଶ୍ନ ହେଲା ଯେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟରେ ନିର୍ମାଣ କାର୍ଯ୍ୟ କାହା ନିମନ୍ତେ । ଏନେଇ ଗ୍ରାମବାସୀ ଭିଜିଲାନ୍ସ ନିକଟରେ ଦ୍ବାରସ୍ଥ ହୋଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନାହିଁ ।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

Intro:ସ୍ଲଗ - ନିମ୍ନ ମାନର କାମ କୁ ନେଇ ଗ୍ରାମବାସୀ ଙ୍କ ଅଭିଯୋଗ।
ଫୋର୍ମାଟ- AVB
ରିପୋର୍ଟର-ତପନ କୁମାର ବିଷୋୟୀ
ତାରିଖ-12/11/19
ଆଙ୍କର-ଗାଁ ର ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଠିକାଧାର ଓ ଯନ୍ତ୍ରୀ ର ମଧୁଚନ୍ଦ୍ରିକା ଯୋଗୁଁ ଉନତ ମାନ ର କାମ ହୋଇ ପାରୁନାହିଁ ।ଏଭଳି ଏକ ଘଟଣା ରେ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ । ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ନବରଙ୍ଗପୁର ତରଫ ରୁ ଚନ୍ଦ୍ରପୁର ଗ୍ରାମରେ ନୂତନ କଂକ୍ରିଟଖଳା ନିର୍ମାଣ ଯୋଜନା.କମ୍ଫୁନିଟ ତ୍ରେମିଙ୍ଗ ଫ୍ଲୋର (୨୦୨୯.୨୦) ଅଟକଳ ୭ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ରେ ନିର୍ମାଣଧୀନ କରାଯାଇଛି । କିନ୍ତୁ ଗ୍ରାମବାସୀ ଏନେଇ ଅଭିଯୋଗ କରିଛନ୍ତି ଠୀକା କର୍ମଚାରୀ କିଭଳି ଭାବରେ ନିମ୍ନ ମାନର କାମ କରିଛନ୍ତି । ଭଲ କାମ କରିବାକୁ ଭିବାଗୀୟ ଯନ୍ତ୍ରୀ ଓ ଠିକା କର୍ମଚାରୀ କୁ ଗ୍ରାମବାସୀ କହିଥିଲେ କିନ୍ତୁ କେହି ଶୁଣିନଥିଲେ ।ଖୋଲା ନିର୍ମାଣ ପାଇଁ ପ୍ରଥମେ କମ ଗାତ କରି ଚାରିପଟୁ ୱାଲ କରିଥିଲେ। ସେଠାରେ ଛୋଟ ପଥର ନ ଦେଇ ବଡ ବଡ଼ ପଥର ଦେଇଥିଲେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କିଏ ଶୁଣୁନଥିଲେ ।କମ ପରିମାଣରେ ସିମେଣ୍ଟ ପଡ଼ିବା ଦ୍ଵାରା ବର୍ଷାରେ ଧୋଇ ହୋଇ ପଥର ବାହାରି ପଡିଛି ।ଯଦ୍ବାରା କି ତାହା କାମରେ ଲାଗି ପାରୁ ନାହିଁ । ସରକାରୀ ନିୟମ ଅନୁଯାୟୀ କାମ ହୋଇନାହିଁ ।ତ୍ରେମିଙ୍ଗ ଫ୍ଲୋର ରେ ଗାତ ଖୋଳି ଚାରିକାନି ଲୁହାଜଡ ବାନ୍ଧି ସିମେଣ୍ଟ କଂକ୍ରିଟ କରିବା କଥା ।କିନ୍ତୁ ସେହି ପରିମାଣ ରେ ଲୁହାଝଡ଼ କିମ୍ବା ସିମେଣ୍ଟ ଖର୍ଚ୍ଚ ହୋଇନାହିଁ । ନିୟମ ଅନୁଯାୟୀ ଗାତ ରେ ବାଲି ଦେଇ ଭର୍ତ୍ତି କରିବା ଥିଲା । କିନ୍ତୁ ବାଲି ଜାଗାରେ ମାଟି ଭର୍ତି କରାଯାଇଛି ।ବର୍ତ୍ତମାନ ଏବେ ପ୍ରଶ୍ନ ହେଲା ଯେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟରେ ନିର୍ମାଣ କାର୍ଯ୍ୟ କାହା ନିମନ୍ତେ । ଏନେଇ ଗ୍ରାମବାସି ଭିିିଜଲାନ୍ସ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କିଛି ସୁଫଲ ମିଳି ନାହିଁ । ଗାଁ ର ଉନ୍ନତି ସକାଶେ ଯୋଜନା ନା ଠିକାଧାର ଓ ଭିବାଗୀୟ ଯନ୍ତ୍ରୀ ନିମନ୍ତେ ।
ଏ ନେଇ ଆମେ ବିଭାଗୀୟ ଅଧିକାରୀ ଙ୍କୁ ଠୁ କୌଣସି ଉତର ମିଳିପାରିନାହିଁ।
ବାଇଟ-୧-ଗ୍ରାମବାସୀ
ବାଇଟ-୨ -ଗ୍ରାମବାସୀBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.