ETV Bharat / state

ନବରଙ୍ଗପୁରରେ ବିଳମ୍ବରେ ଆରମ୍ଭ ହେଲା ପିଡିଏସ ଡାଲି ବଣ୍ଟନ ପ୍ରକ୍ରିୟା

author img

By

Published : Jun 6, 2020, 6:51 AM IST

ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରି ପଞ୍ଚାୟତ କାର୍ଯ୍ୟାଳୟଠାରେ ଡାଲି ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି l

process-of-distribution-of-pds-pulses-started-late-at-nabarangpur
ନବରଙ୍ଗପୁରରେ ବିଳମ୍ବରେ ଆରମ୍ଭ ହେଲା ପିଡିଏସ ଡାଲି ବଣ୍ଟନ ପ୍ରକ୍ରିୟା

ନବରଙ୍ଗପୁର: ବିଳମ୍ବରେ କାର୍ଡ ପିଛା ୩ କିଲୋ ଡାଲି ବଣ୍ଟନ । ଲକଡାଉନ ସମୟରେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩ ମାସର ପିଡିଏସ ଚାଉଳ ଅଗ୍ରୀମ ଭାବେ ଯୋଗାଇ ଥିବାବେଳେ ଡାଲି ବଣ୍ଟନକୁ ନେଇ ବହୁତ ଅଭିଯୋଗ ହେଉଥିଲା l

ନବରଙ୍ଗପୁର ଜିଲ୍ଲାରେ ଗ୍ରାମଞ୍ଚଳରେ ବହୁ ବିଳମ୍ବରେ ଡାଲି ବଣ୍ଟନ ଆରମ୍ଭ କରାଯାଇଛି l ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରି ପଞ୍ଚାୟତ କାର୍ଯ୍ୟାଳୟଠାରେ ଡାଲି ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଯାଇଛି l ଯୋଗାଣ ସହାୟକ ସୁଦର୍ଶନ ବିଷୋୟୀ ଡାଲି ବଣ୍ଟନ କରୁଥିବା ବେଳେ ସରପଞ୍ଚ ଅନୁସୟା ଭତରା, ସମିତି ସଭ୍ୟା ଟିକି ମାଝୀ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ କାର୍ଡ ପିଛା ୩ କିଲୋ ଡାଲି ବଣ୍ଟନ କରାଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.