ETV Bharat / state

ନବରଙ୍ଗପୁର ଝିଅ ବନିତା ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

author img

By

Published : Jan 24, 2022, 4:02 PM IST

Updated : Jan 24, 2022, 8:05 PM IST

ଜାତୀୟ ବାଳିକା ଦିବସରେ (National girl child day) ନବରଙ୍ଗପୁରର ବନିତା ଦାସ ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (Pradhan Mantri Rashtriya bal puraskar )। ଅଧିକ ପଢନ୍ତୁ

ନବରଙ୍ଗପୁର ଝିଅ ବନିତା ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର
ନବରଙ୍ଗପୁରର ଝିଅ ବନିତା ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ନବରଙ୍ଗପୁର: ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ। ଉମରକୋଟର ବନିତା ଦାସ ପାଇଛନ୍ତି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (Pradhan Mantri Rashtriya bal puraskar )। ଏହି ଖବର ପ୍ରଚାରିତ ହେବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଖୁସିର ଲହରୀ ଖେଳିଯାଇଛି।

ଜାତୀୟ ବାଳିକା ଦିବସରେ (National girl child day) କ୍ଷୁଦ୍ର ଗ୍ରହର ଆବିଷ୍କାରକ ବନିତା ଦାସ ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲରେ ବନିତାଙ୍କ ସହ କଥା ହୋଇଛନ୍ତି। ତାଙ୍କୁ ପୁରସ୍କାର ସ୍ବରୂପ ଏକ ଲକ୍ଷ ଟଙ୍କା ଓ ଇ-ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

  • Banita Dash has designed an automated sanitizing school bag. She has been globally recognised for her work.

    India looks forward to seeing more innovations from her. pic.twitter.com/2G5cJee1ff

    — Narendra Modi (@narendramodi) January 24, 2022 " class="align-text-top noRightClick twitterSection" data=" ">

ଜାତୀୟ ଶିଶୁ ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମାଧ୍ୟମରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଦେଶର ମୋଟ ୨୯ ଜଣ ଝିଅ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବା ପାଇଁ ଯେଉଁ ମାନେ ଯୋଗ୍ୟ ବିବେଚିତ ହୋଇଥିଲେ । ଜିଲ୍ଲାପାଳ ଓ ବାଲ ପୁରସ୍କାର ପାଇଥିବା ବାଳିକା ଓ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ନବରଙ୍ଗପୁର ଝିଅ ବନିତା ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ସୂଚନାଥାଉକି ଓଡିଶା ନିବାସୀ ମଧ୍ୟପ୍ରଦେଶର ଅମରକଣ୍ଟକ ଜବାହାର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ହେଉଛନ୍ତି ବନିତା ଦାସ। ତାଙ୍କ ପିତା ଜଣେ ଶିକ୍ଷକ ଅଛନ୍ତି। ଆନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ନାସାର ଏକ ମିଶନ ପାଇଁ ଏକ କ୍ଷୁଦ୍ର ଗ୍ରହ ପ୍ରସ୍ତୁତ କରିଛନ୍ତି। ଏହି ଗ୍ରହର ନାମ ମଧ୍ୟ ବନିତା ରଖାଯାଇଥିଲା।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

Last Updated : Jan 24, 2022, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.