ETV Bharat / state

ଜମିଜମା ବିବାଦ ନେଇ ହତ୍ୟାକାଣ୍ଡ, ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ - ନବରଙ୍ଗପୁର

ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ । ବିଗତ 26 ଅକ୍ଟୋବର 2018 ରେ ନବରଙ୍ଗପୁର ଜିଲ୍ଲା ନିସନା ହାଣ୍ଡି ଗ୍ରାମରେ ଏକ ଜମି ଜମା ବିବାଦକୁ ନେଇ ଗ୍ରାମର ସଦା ଭତରାଙ୍କୁ ଅଭିଯୁକ୍ତ ପୁରନ ଭତରା ଲୁହା ରଡ ଏବଂ ପଥର ଛେଚି ହତ୍ୟା କରିଥିଲା । ଅଧିକ ପଢନ୍ତୁ...

ହତ୍ୟା ଅଭିଯୁକ୍ତକୁ  ଆଜୀବନ ହତ୍ୟା ଅଭିଯୁକ୍ତକୁ  ଆଜୀବନ କାରାଦଣ୍ଡାଦେଶକାରାଦଣ୍ଡାଦେଶ
ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
author img

By

Published : Oct 26, 2021, 10:45 PM IST

ନବରଙ୍ଗପୁର: ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ । ବିଗତ 26 ଅକ୍ଟୋବର 2018 ରେ ନବରଙ୍ଗପୁର ଜିଲ୍ଲା ନିସନା ହାଣ୍ଡି ଗ୍ରାମରେ ଏକ ଜମି ଜମା ବିବାଦକୁ ନେଇ ଗ୍ରାମର ସଦା ଭତରାଙ୍କୁ ଅଭିଯୁକ୍ତ ପୁରନ ଭତରା ଲୁହା ରଡ ଏବଂ ପଥର ଛେଚି ହତ୍ୟା କରିଥିଲା ।

ଏହି ମାମଲାର ଶୁଣାଣି କରି ଆଜି (ମଙ୍ଗଳବାର) ଜିଲ୍ଲା ଦୌରାଜଜ ଅଶୋକ କୁମାର ପଣ୍ଡା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡା ଦେଶ ସହ 5ହଜାର ଟଙ୍କା ଜୋରିମାନାର ଦଣ୍ଡାଦେଶ ଶୁଣାଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.