ETV Bharat / state

ନୂଆ ଟ୍ରାଫିକ ନିୟମକୁ ନେଇ ନବରଙ୍ଗପୁରରେ ସଚେତନତା କାର୍ଯ୍ୟକ୍ରମ - ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ

ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ ଓ ତେନ୍ତୁଳିଖୁଣ୍ଟି ପୋଲିସ ନୂତନ ଭାବରେ ଲାଗୁ ହୋଇଥିବା ପରିବହନ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇଛନ୍ତି । ଏଥିସହ ନୂତନ ନିୟମ ଉଲ୍ଲଘଂନ କଲେ ଲୋକଙ୍କୁ ଜୋରିମାନା ଦେବାକୁ ହେବ ବୋଲି କାର୍ଯ୍ୟକ୍ରମରେ ସ୍ପଷ୍ଟ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 15, 2019, 3:21 AM IST

ନବରଙ୍ଗପୁର : ନୂତନ ପରିବହନ ନିୟମକୁ ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତେନ୍ତୁଳିଖୁଣ୍ଟି ପୋଲିସ ସହାୟତାରେ ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ଆୟୋଜନ କରିଛି ।

ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ପରମାନନ୍ଦ ସୁନାନୀ ଓ ଆଞ୍ଚଳିକ ପରିବହନ ବିଭାଗ, ନବରଙ୍ଗପୁର ସବ ଇନ୍ସପେକ୍ଟର ମିଥୁନ ପ୍ରଧାନଙ୍କ ନେତୃତ୍ବରେ ଥାନାର ସମସ୍ତ କର୍ମଚାରୀ ଲୋକଙ୍କୁ ସଚେତନ କରିଛନ୍ତି । କୁର୍ମାକୋଟ ଛକଠାରୁ ଏକ ରାଲି ବାହାରି ତେନ୍ତୁଳିଖୁଣ୍ଟି ଗ୍ରାମରେ ପହଞ୍ଚି ଲୋକଙ୍କୁ ପରିବହନର ନୂଆ ନିୟମ ବିଷୟରେ ସଚେତନ କରାଇଥିଲେ ।

ପରିବହନର ନୂଆ ନିୟମ ଉଲ୍ଲଘଂନ କଲେ ଲୋକଙ୍କୁ କଡା ଜୋରିମାନାର ବ୍ୟବସ୍ଥା ରହିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ କୁବେର ଦିଗାଲ, ବିଜୟ କୁମାର ସେଠୀ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ଆଞ୍ଚଳିକ ପରିବହନର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଫର୍ମାଟ-ଏଭିଓ,୧୪/୦୯/୧୯
ରିପୋର୍ଟ-ତପନ କୁମାର ବିଷୋୟୀ,ନବରଙ୍ଗପୁର
----------------------------------------------------
ଆଙ୍କର:-ନବରଙ୍ଗପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ ତରଫରୁ ତେନ୍ତୁଳିଖୁଣ୍ଟି ପୋଲିସ ସହାୟତା ରେ ପରିବହନ ର ନୂତନ ନିୟମକୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ପରମାନନ୍ଦ ସୁନାନୀ ଓ ଆଞ୍ଚଳିକ ପରିବହନ ନବରଙ୍ଗପୁର ସବ ଇନ୍ସପେକ୍ଟର ମିଥୁନ ପ୍ରଧାନ ଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ କୁର୍ମାକୋଟ ଛୋକ ଠାରୁ ଏକ ରାଲି ବାହାରି ତେନ୍ତୁଳିଖୁଣ୍ଟି ଗ୍ରାମରେ ପହଞ୍ଚି ସଚେତନ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏସଆଇ କୁବେର ଦିଗାଲ,ବିଜୟ କୁମାର ସେଠୀ ଓ ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.